-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Jul-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା ): ଉଲୁଣ୍ଡା ବ୍ଲକ ମାଟୁପାଲି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଗାଈର ମୃତ୍ୟୁ ଘଟିଛି l ସୂଚନା ଅନୁସାରେ ଗାଇଟି ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡି ତାକୁ ଧକ୍କା ଦେଇ ଫେରାର ମାରିଥିଲା l ଫଳରେ ଗାଈର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ତେବେ ମୃତ ଗାଇଟି କାହାର ଜଣାପଡ଼ିନାହିଁ l