-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ରାଜ୍ୟ

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ

24-Nov-2020



କଟକ, (ପ୍ରେରଣା ଖବର) - ଓଡ଼ିଶା ହାଇକୋର୍ଟ ମୁଖ୍ୟ ଶାସନ*ଓଡ଼ିଶା ହାଇକୋର୍ଟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଜବାବ ତଲବ କରିଛନ୍ତି। ସଚିବାଳୟରେ କାହିଁକି ଆରଟିଆଇ୍ ସେଲ୍ ବନ୍ଦ ରଖାଯାଇଛି ସେ ନେଇ ଶାସନ ସଚିବଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଏକ ଆବେଦନର ଶୁଣାଣି କରିବାକୁ ଯାଇ ହାଇକୋର୍ଟ ଶାସନ ସଚିବଙ୍କଠୁ ଜବାବ ମାଗିଛନ୍ତି!! କରୋନା ଆଳରେ ସଚିବାଳୟରେ ସରକାର ଆରଟିଆଇ ସେଲକୁ ବନ୍ଦ କରିଛନ୍ତି। ଏହାଦ୍ୱାରା କୋଭିଡ୍ ସମେତ ଅନେକ ପ୍ରସଙ୍ଗରେ ସୂଚନା ମିଳିପାରୁ ନାହିଁ। ଏ ନେଇ ରାଜ୍ୟ ସୂଚନା କମିଶନରଙ୍କୁ ଅବଗତ କରାଇଥିଲେ ପ୍ରଧାନ। ରାଜ୍ୟ ସୂଚନା କମିଶନର ବି ଆରଟିଆଇ ସେଲ୍ ଖୋଲିବାକୁ ସରକାରଙ୍କୁ କହିଥିଲେ। ଏମିତିକି ଆରଟିଆଇ ସେଲ୍ ବନ୍ଦ କରି ସୂଚନା ନଦେବା ଠିକ୍ ନୁହେଁ ବୋଲି କହିଥିଲେ। ତେବେ ସୂଚନା କମିଶନରଙ୍କ ତାଗିଦ ପରେ ବି ସରକାର କରୋନା ଆଳ ଦେଖାଇ ନିରବ ରହିଛନ୍ତି!!*ଅନ୍ୟପଟେ ରାଜ୍ୟରେ କରୋନା ପାଇଁ ଲକଡାଉନ୍ ଏବଂ ଶଟଡାଉନ୍ ଦୁଇ ମାସ ହେବ ଉଠିଯାଇଛି। ଏହାପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ପ୍ରଦୀନ  ପ୍ରଧାନ। କୋର୍ଟରେ ସମସ୍ତ କଥା ଅବଗତ କରାଇବା ପରେ କୋର୍ଟ ସରକାରଙ୍କୁ କହିଛନ୍ତି ଯେ କୋଭିଡ୍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଓ୍ୱେବସାଇଟରେ ଉପଲବ୍ଧ କରାଅ। ଏହାଦ୍ୱାରା ଆରଟିଆଇ ଜରିଆରେ ଆବେଦନ ସଂଖ୍ୟା କମିଯିବ!!* ସଚିବ ଅସିତ ତ୍ରିପାଠୀଙ୍କୁ ଜବାବ ତଲବ କରିଛନ୍ତି। ସଚିବାଳୟରେ କାହିଁକି ଆରଟିଆଇ୍ ସେଲ୍ ବନ୍ଦ ରଖାଯାଇଛି ସେ ନେଇ ଶାସନ ସଚିବଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଏକ ଆବେଦନର ଶୁଣାଣି କରିବାକୁ ଯାଇ ହାଇକୋର୍ଟ ଶାସନ ସଚିବଙ୍କଠୁ ଜବାବ ମାଗିଛନ୍ତି!! *କରୋନା ଆଳରେ ସଚିବାଳୟରେ ସରକାର ଆରଟିଆଇ ସେଲକୁ ବନ୍ଦ କରିଛନ୍ତି। ଏହାଦ୍ୱାରା କୋଭିଡ୍ ସମେତ ଅନେକ ପ୍ରସଙ୍ଗରେ ସୂଚନା ମିଳିପାରୁ ନାହିଁ। ଏ ନେଇ ରାଜ୍ୟ ସୂଚନା କମିଶନରଙ୍କୁ ଅବଗତ କରାଇଥିଲେ ପ୍ରଧାନ। ରାଜ୍ୟ ସୂଚନା କମିଶନର ବି ଆରଟିଆଇ ସେଲ୍ ଖୋଲିବାକୁ ସରକାରଙ୍କୁ କହିଥିଲେ। ଏମିତିକି ଆରଟିଆଇ ସେଲ୍ ବନ୍ଦ କରି ସୂଚନା ନଦେବା ଠିକ୍ ନୁହେଁ ବୋଲି କହିଥିଲେ। ତେବେ ସୂଚନା କମିଶନରଙ୍କ ତାଗିଦ ପରେ ବି ସରକାର କରୋନା ଆଳ ଦେଖାଇ ନିରବ ରହିଛନ୍ତି!!*ଅନ୍ୟପଟେ ରାଜ୍ୟରେ କରୋନା ପାଇଁ ଲକଡାଉନ୍ ଏବଂ ଶଟଡାଉନ୍ ଦୁଇ ମାସ ହେବ ଉଠିଯାଇଛି। ଏହାପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ପ୍ରଦୀନ  ପ୍ରଧାନ। କୋର୍ଟରେ ସମସ୍ତ କଥା ଅବଗତ କରାଇବା ପରେ କୋର୍ଟ ସରକାରଙ୍କୁ କହିଛନ୍ତି ଯେ କୋଭିଡ୍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଓ୍ୱେବସାଇଟରେ ଉପଲବ୍ଧ କରାଅ। ଏହାଦ୍ୱାରା ଆରଟିଆଇ ଜରିଆରେ ଆବେଦନ ସଂଖ୍ୟା କମିଯିବ!!*


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like