-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
10-Jul-2022
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ) ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ପବିତ୍ର ବାହୁଡାଯାତ୍ରା ଉପଲକ୍ଷେ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ଛକରେ ପ୍ରସାଦ ବଣ୍ଟନ କରାଯାଇଥିଲା । ମାଁ ପାଟଣେଶ୍ୱରୀ ମନ୍ଦିର ଠାରେ ଭୋଗ ଲଗାଇବା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ବିଶ୍ୱାଲ, ମୁକେଶ ପ୍ରଧାନ, ପ୍ରକାଶ ପ୍ରଧାନ, ଭୁବନେଶ୍ୱର ଭୋଇ, ସଂଜିବ ବାରିକ, ପ୍ରେମ କିଶୋର ସାହୁ, ଅସ୍ମିତ ପ୍ରଧାନ, ଜପକୃଷ୍ଣ ଭୋଇ, ଅମିତ ବାରିକ, ଦିବ୍ୟ ପ୍ରଧାନ, ବ୍ରଜବନ୍ଧୁ ବିଶ୍ୱାଲ, ଶୁଶାନ୍ତ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁନିଲ କୁମାର ଗଡତ୍ୟା, କୈଳାସ ଖମାରୀ, ଦୟାନିଧି ବିଶ୍ୱାଲ, ତରଣୀ ପ୍ରଧାନ, ନାରାୟଣ ସାହୁ, ରଂଜନ ପ୍ରଧାନ, ସାଗର ସାହୁ, ରଘୁମଣି ପ୍ରଧାନ, ପୃଥ୍ୱୀ ଗଡତ୍ୟା ସମେତ ବିଭିନ୍ନ ବ୍ଲକର ସଦସ୍ୟ ସହଯୋଗ କରିଥିଲେ ।