-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
10-Jul-2022
ବଲାଙ୍ଗିର/ଅବକାରୀ ଗୁପ୍ତଚର ବିଭାଗ ପକ୍ଷରୁ ପି କେ ପଣ୍ଡା ଙ୍କ ନେତୃତ୍ୱରେ ତାଙ୍କ ଦଳ ଅଚାନକ ଚଢାଉ କରିଥିବା ବେଳେ ଏ ଅଞ୍ଚଲରେ ଏପରି କାର୍ଯ୍ୟ ଚାଲିଥିବା ବେଳେ ବଲାଙ୍ଗୀର ଅବକାରୀ ବିଭାଗ ଓ ପୁଇନ୍ତଲା ଥାନା ନିଘୋଡ ନିଦରେ ସୋଇଥିବା ଜଣାଯାଏ ତଥା ଏ ଅଞ୍ଚଳ ରେ ଦିନକୁ ଦିନ ମଦ,ଜୁଆ ଆଡ୍ଡା,ସ ଟା ଖେଳ, ଚୋରି ଡକାୟତି ବୃଦ୍ଧି ଯୋଗୁଁ ଜନସାଧାରଣଙ୍କ ମନରେ ତୀବ୍ର ଅସୋନ୍ତୋସ୍ ପ୍ରକାଶ ପାଇଛି ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।
(ସୁଦାମ ଚରଣ ବଘାର)