-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଉଁରାଭଉଁରା ହାଇସ୍କୁଲର ମୋସ୍କୁଲ ଅଭିଜାନକୁ ପୁରାତାନ ଛାତ୍ର ସହାୟତା କରିଥିବା ଜଣାପଡିଛି । ବିଦ୍ୟାଲୟର ରୁପାନ୍ତିକରଣ ପାଇଁ ପୁରାତନ ଛାତ୍ର ସତ୍ୟବାନ ମେଣ୍ଡଲୀ ପାଂଚ ହଜାର ଏବଂ ଦିନବନ୍ଧୁ ପଧାନ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପୁରୋହିତଙ୍କୁ ପ୍ରଦାନ କରିଥିଲେ । ସହାୟତା ରାଶି ପ୍ରଦାନ ସମୟରେ ମୋସ୍କୁଲ ଅଭିଜାନ ଦାଇତ୍ୱରେ ଥିବା ଶିକ୍ଷକ ସର୍ବେଶ୍ୱର ପୁଝାରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।