-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Jun-2022
କଣ୍ଟାମାଳ (ଅକ୍ରୁର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ଗ୍ରାମ ପଞ୍ଚାୟତ ଠାରୁ ବରିଗୋଭା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡିଛି ।ପଞ୍ଚାୟତର ମୁଖ୍ୟ ରାସ୍ତା ଅଟେ । ପଞ୍ଚାୟତ କାର୍ଯ୍ୟାଳୟରେ ରେସନ ସାମଗ୍ରୀ ଓ ସାପ୍ତାହିକ ହାଟକୁ ଯାତାୟତ କରୁଥିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଦୀର୍ଘ ବର୍ଷ ଧରି ଏହି ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡିଛି । ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଭିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ରାସ୍ତା ପାଇଁ ପଞ୍ଚାୟତ ବାସୀ ହାରି ଗୁହାରି ହୋଇ ସାରିଲେଣି l ବରଗାଁ ପ୍ରତି ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବ ବରଗାଁ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଅଷୋନ୍ତଷ ଦେଖାଦେଇଛି