-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ନୟାଗଡ଼, (ପ୍ରଦୀପ ପଣ୍ଡା) - ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମର ପ୍ରହଲ୍ଲାଦ ରାଉତ ଙ୍କ କନିଷ୍ଠ କନ୍ୟା ମମତା ରାଉତ (26) ଙ୍କୁ ଗତକାଲି ରାତି ରେ କେହିଜଣେ କଟୁରୀ ସାହାଯ୍ୟରେ ହାଣି ମାରିଦେଇଛନ୍ତି| ଖବର ସଂଗ୍ରହ ପର୍ଯ୍ୟନ୍ତ ଗଣିଆ ଥାନା ଅଧିକାରୀ ଏବଂ ଏସ ଡି ପି ଓ ଙ୍କ ସନ୍ଦେହ ରେ ମୃତକଙ୍କ ଭାଇ ଙ୍କୁ ଗଣିଆ ଥାନା କୁ ନେଇ ପଚରା ଯାଉଛି | ସାଇଣ୍ଟିଫିକ ଟିମ ପହଂଚିବାପରେ ସମ୍ପୂର୍ଣ ଘଟଣା ସାମନା କୁ ଆସିବ | ହତ୍ୟାକାରୀ ଜଣା ପଡିବାପରେ ହତ୍ୟାର କାରଣ ଏବଂ କିପରି ହତ୍ୟା ହୋଇଛି ଆମ ଖବର ମାଧ୍ୟମରେ ଜଣାଇବୁ |