-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି / ବିଶ୍ୱ ରକ୍ତଦାତା ଦିବସ ପାଳିତ

14-Jun-2022



କଣ୍ଟାବାଞ୍ଜି(ଆନନ୍ଦ ମୋଟେ): ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର କଣ୍ଟାବାଞ୍ଜି ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି l ଏଥିରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କେ. ସି ମହତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଦୀପ ପ୍ରଜ୍ଜ୍ୱଳନ କରି ସଭା ଆରମ୍ଭ ହୋଇଥିଲା l  ଅନ୍ୟତମ ଅତିଥି ଭାବେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ପରିଚାଳନା ସମିତି ସଭ୍ୟ ଆଶିଷ ଖେତାନ, କଣ୍ଟାବାଞ୍ଜି କେଭି କଲେଜ ପ୍ରିନ୍ସିପିଲ ସତ୍ୟବ୍ରତ ମିଶ୍ର, ପରିଚାଳନା ସମିତି ସଭ୍ୟ ଶ୍ରୀମତୀ ପୂର୍ଣ୍ଣିମା କର, ମାରବାଡି ଯୁବା ମଞ୍ଚ ବିକାଶ ଶାଖା ସଭାପତି ଅନୁପ ଜୈନ  ଯୋଗ ଦେଇଥିଲେ l କଣ୍ଟାବାଞ୍ଜି ମେଡ଼ିକାଲ ଅଫିସର ଏବଂ ବ୍ଲଡ଼

ବ୍ୟାଙ୍କ ଅଧିକାରୀ ଡାକ୍ତର ଏସପିଡ଼ି ପଣ୍ଡା ସଭାପତିତ୍ୱ କରିଥିଲେ, ମଞ୍ଚ ପରିଚାଳନା ସତ୍ୟବ୍ରତ ମିଶ୍ର କରି ଥିଲେ ସମସ୍ତ ଅତିଥି ବିଶ୍ୱ ରକ୍ତଦାତା ଦିବସର ମହତ୍ୱ ଏବଂ କଣ୍ଟାବାଞ୍ଜି ରକ୍ତଭଣ୍ଡାରର ପରିଚାଳନା ଜିଲ୍ଲାରେ ଉଦାହରଣ ହୋଇଯାଇଛି ବୋଲି ମତ ଦେଇଥିଲେ lଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର  କେେ. ସି ମହନ୍ତ କଣ୍ଟାବାଞ୍ଜି ଡାକ୍ତରଖାନା ଉନ୍ନତି ପାଇଁ ଯାହା ସବୁ ସହଯୋଗ ଦରକାର ସବୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l
ଏହି ଅଵସରରେ ନିୟମିତ ଭାବେ ରକ୍ତଦାନ କରୁଥିବା ସଂସ୍ଥା ପ୍ରେସ କ୍ଲବ କଣ୍ଟାବାଞ୍ଜି, ମାରବାଡି ଯୁବା ମଞ୍ଚ ବିକାଶ ଶାଖା, ହମାରେ ପଡୋଶୀ ରୋଡ଼ ନମ୍ବର ୩, ଡ୍ରାଇବର ୟୁନିୟନ ଲାଠୋର,ଜୀବନ ବିନ୍ଦୁ ଆୟୋଜକ ଫିରୋଜ ଖାଁ, ଡ୍ରାାଇଭର ୟୁନିୟନ ମୁରିବାହଲ, ଜୀବନ ବିନ୍ଦୁ ଆୟୋଜକ ଅଜୟ ଦାସ, ତେରାପନ୍ତ ଯୁବକ ପରିଷଦ,ଆମ ଓଡ଼ିଶା ସମ୍ବାଦ ଲାଠୋର, ଆମ ଓଡ଼ିଶା ସମ୍ବାଦ କଣ୍ଟାବାଞ୍ଜି, ଆମ ଓଡ଼ିଶା ସମ୍ବାଦ ବଙ୍ଗୋମୁଣ୍ଡା, ଆଦିବାସୀ ସଂଘ ବେେଲପଡା, ସତ୍ୟସାଇ ସେବା ସମିତି ଭାଲୁମୁଣ୍ଡା, ମାରବାଡି ମହିଳା ସମିତି,ମା ଦୁଆଶନି ୟୁଥ କ୍ଲବ,ଡାବରି, ସହ ଅନ୍ୟ ସଂସ୍ଥାକୁ ପୁରସ୍କୃତ କରାଗଲା l ଏହା ସହ ନିୟମିତ ରକ୍ତଦାନ କରାଉଥିବା ଜଗମୋହନ ତାଣ୍ଡି, ହନୀ ସିଂହ, ଆଶିଷ ଖେତାନ, ରାକେଶ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ 

 ଶିଳ୍ପୀ ଅଗ୍ରୱାଲ, ଅରୁଣ ଶର୍ମା ଓ ଧର୍ମ ପତ୍ନୀ ଶ୍ୱେତା ଶର୍ମା, ସଂଗ୍ରାମ ତ୍ରିପାଠୀ, ରମେଶ ପୁରୋହିତ, ଧର୍ମାନନ୍ଦ ଜୁଏଡ଼, ଶିବ କଟା, ସୋମନାଥ ଭୋଇ, ସିଦ୍ଧାନ୍ତ ମହାନନ୍ଦ, ମୁକୁନ୍ଦ ବଗର୍ତ୍ତି, ମହେଶ ଅଗ୍ରୱାଲ, ମାମନ ଚନ୍ଦ ଅଗ୍ରୱାଲ, ମୋହିତ କୱାଡ଼, ନିସିକାନ୍ତ ମହାପାତ୍ର,ବିକାଶ ସାହୁ,ଆଶିଷ ମିଶ୍ର, ମୟଙ୍କ ଜୈନ,ଜୟଦ୍ରଥ ବିଶି  ପୁରସ୍କୃତ କରା ଯାଇଥିଲା
ଧନ୍ୟବାଦ ଜ୍ଞାପନ ସତ୍ୟବ୍ରତ ମିଶ୍ର କରିଥିଲେେ lଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ରକ୍ତ ଭଣ୍ଡାର କର୍ମଚାରୀ ଶିବ ସାହୁ,କୁନାଲ ଦାସ, ରାଜେନ୍ଦ୍ର ସାହୁ,ସୁନିତା ଭୋଇ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ,ଗୁରୁବାରୁ ରଣା, ପ୍ରମୁଖ ସହଯୋଗ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଘଠନର କର୍ମକର୍ତ୍ତା ଯୋଗ ଦେଇଥିଲେ,


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like