-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
13-Jun-2022
ସୁବର୍ଣ୍ଣପୁର ସୋନପୁର ବାଲାଜୀ ଗଣପତି ସ୍ପିନିଙ୍ଗ ମିଲ ଶ୍ରମିକ ମାନଙ୍କ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପ୍ରଦାନ, ବକେୟା ଇପିଏଫ ପ୍ରଦାନ ଓ ମିଲ କୁ ସମ୍ପୂର୍ଣ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଆଜି ଆଇନଜୀବୀ ତଥା ଶ୍ରମିକ ନେତା ବଳଦେବ ବେଦବାକ ଙ୍କ ନେତୃତ୍ୱ ରେ ସୁବର୍ଣ୍ଣପୁର ସ୍ପିନିଙ୍ଗ ମିଲ ଶ୍ରମିକ ସଂଘ ଆଜି ସୁବର୍ଣ୍ଣପୁର
ଜ଼ିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ କରି ଧାରଣା ଦେଇଥିଲେ l ଆଗାମୀ ୩୦ ଦିନ ଭିତରେ ମିଲ ଆରମ୍ଭ ରୁ କାର୍ଯ୍ୟକ୍ଷମ ଥାଇ ଚୋରି ହୋଇଥିବା ବହୁ ମୂଲ୍ୟ ର ମେସିନ ଓ ଯନ୍ତ୍ର ପାତି ସବୁର ଉଦ୍ଧାର ଓ ସଂଘର ଏସବୁ ଦାବୀ ଗୁଡିକ ପୂରଣ ନ ହେଲେ ଭୟବହ ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ସଂଘ ସଭାପତି ପ୍ରକାଶ କରିଛନ୍ତି l