-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କୁ ଫକିର ପଟ୍ଟନାୟକ ସ୍ମୃତି ସମ୍ମାନ* ଲିଟିଉଡେ ଫୁରୁଫୁରୁ ରେ ଦର୍ଶକ ଝୁମିଲେ

12-Jun-2022



ବଲାଙ୍ଗିର,(ପ୍ରେରଣା ଖବର) ସମ୍ବଲପୁରୀ ଗୀତର ମହାନାୟକ ସ୍ୱର୍ଗତ ଫକିର ପଟ୍ଟନାୟକଙ୍କୁ ବର୍ତ୍ତମାନ ପିଢୀ ସ୍ୱିକାର କରି ତାଙ୍କର ଗାଇଥିବା ଗୀତର ସ୍ତିମ୍ଭତା କୁ ଜାଣିପାରୁ ବୁଝିପାରୁ ଏବଂ  ଵୀଜ ସଂଗୀତ ଯାତ୍ରାରେ ସାମିଲ କରି ଆଗକୁ ବଢିବା ସହ ତାଙ୍କୁ ସବୁ ଜାଗାରେ ପୁଣିଥରେ ମନେ ପକେଇବା ପାଇଁ ଏହି ଅଭିନୟ ପ୍ରୟାସ । ପଶ୍ଚିମ ଓଡିଶାର ଦଶଟି ଜିଲ୍ଲାରେ

ଆୟୋଜନ ହେବା ସହ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଉଦ୍‌ଯାପନୀର ଏକ ସଂଙ୍କଳ୍ପ ଆମ ସମସ୍ତଙ୍କର । ପୃଥ୍ୱୀରାଜ ହାଇସ୍କୁଲ ସଭାଗୃହରେ  ସଂଜ୍ୟୋତ କଳାକେନ୍ଦ୍ର ଓ ଫକିର ପଟ୍ଟନାୟକ ସ୍ମୃତି କମିଟି ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ମିଳିତ ଉଦ୍ୟମରେ ଫକିର ସନ୍ଧ୍ୟା ୨୦୨୨ ଆୟୋଜିତ ହୋଇଥିଲା । ପ୍ରଥମେ ଦୀପ ପ୍ରଜ୍ବଳନ ଏବଂ ପୂଜା ପରେ ଫକିର ପଟ୍ଟନାୟକଙ୍କ ସ୍ମୃତି ସଙ୍ଗୀତ ଗାନ କରି ସଭା ଅନୁଷ୍ଠିତ ହୋଇଥିଲା । ଆବାହକ ଜୟକୃଷ୍ଣ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କମିଟିର ସଂପାଦକ ସଂଗିତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ସଭାପତିତ୍ବ କରିଥିଲେ ।  ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବରେ ସାଂସ୍କୃତିକ ଅଧିକାରୀ ରଶ୍ମି ରଂଜନ ମିଶ୍ର, ସାଂସ୍କୃତିକ ଗବେଷଣ ଡ. ଘାସିରାମ ମିଶ୍ର, କୋସଲି ଗବେଷଣ ନିମାଇଁ ଚରଣ ପାଣିଗ୍ରାହୀ, କୋସଲି ବ୍ୟାଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ, ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ, ସଭ୍ୟ ଓଡିଶା ସଙ୍ଗିତ ନାଟକ ଏକାଡେମୀ ସ୍ୱାସତ କୁମାର ତ୍ରିପାଠି ମଂଚାସିନ ଥିଲେ । କବି ଅର୍ଜୁନ ସାହୁ ସଭାକୁ ପରିଚାଳନା କରିଥିବା ବେଳେ ଫକିର ପଟ୍ଟନାୟକଙ୍କ ଫକିର ସନ୍ଧ୍ୟାର ଏକ ଆୟୋଜନ ରେ ଗୀତରେ ଆରତ ତାରଣ, ଲବଙ୍ଗଲତା, ଲିଟି ଉଡେ ଫୁରୁଫୁରୁ ରେ ମୋର ରାମ ଟିଙ୍ଗାଲୁ, ରଙ୍ଗ ଫରୁଆ, ରସବତୀ ଜମୁନା, ରାଧା ମାଜିଷ୍ଟେଟ ଓ ବିଭିନ୍ନ ଗୀତରେ ଦର୍ଶକ ଓ ଫକିର ପ୍ରେମୀ ବେଶ୍ ଝୁମିଥିଲେ । ଏହି ଅବସରରେ ଗୁରୁ ଶ୍ରୀ ଡ. ଘାସିରାମ ମିଶ୍ରଙ୍କୁ ଫକିର ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । କଳାକାର ଶ୍ରୀ ମୁରଲିଧର ପତି, ବ୍ୟାସଦେବ ପୁରୋହିତ, ପଦ୍ମଲୋଚନ ସାହୁ, ଅଚ୍ୟୁତ ପୁରୋହିତ, ଶିବାନନ୍ଦ ତ୍ରିପାଠି, ପ୍ରିତମ କୁମାର

ମିଶ୍ର, ଉପେନ୍ଦ୍ର ସୁନା, ଦିପିକା ଦିପ, ପ୍ରିୟଙ୍କା ରଥ ଓ ସାସ୍ୱତଙ୍କୁ ତ୍ରିପାଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦେଓଗାଁ ବ୍ଲକ ବିଡିଓ ଶ୍ରୀ ରାମ ଦତ୍ତ ଭୋଇ, ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସେଠ, ସମାଜସେଵୀ ସାମସନ ମିଶାଲ, ନିଳାଦ୍ରୀ ମହାପାତ୍ର, ବାସୁଦେବ ମେହେର, କପିଳେଶ୍ୱର ଖମାରୀ, ପ୍ରଭାକର ମିଶ୍ର, ସୁନିଲ ମିଶ୍ର, ରାମ ଦାଶ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସନ୍ଦିପ କୁଅଁର, ବିଭୁ କଲ୍ୟାଣ ଗଡତ୍ୟା, ଶରତ ମିଶ୍ର, ଅନିତା ମିଶ୍ର, ସୁଚରିତା ଦାଶ, ବିଜୟତା ଦାଶ, ସ୍ୱସ୍ତିକ ସାହୁ, ସୁମି, ସତ୍ୟବ୍ରତ ପଟେଲ, ଗଣେଷ ବେହେରା, ଜବାହାର ନନ୍ଦ, ରାମ ଶତପଥି, ଶ୍ରୀକାନ୍ତ ଦାଶ, ରାମ ନାରାୟଣ ଦାଶ, ଶ୍ରୀ ଭରତ ମିଶ୍ର,  ବିନୋଦ କାଲସାଏ, ସଂଜୟ ନାୟକ, କାଲିଆ ମହଲା,  ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like