-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||     

HOME   ଜିଲ୍ଲା

ବି.ଇଡି. ରେ ନାମ ଲେଖା ବନ୍ଦ ଘଟ ଛାତ୍ର କଂଗ୍ରେସର ଦୁଇ ଦଫା ଦାବୀ ଓ ବିକ୍ଷୋଭ ପ୍ରଦର୍ଶନ

01-Oct-2020



ବଲାଙ୍ଗିର,୦୧/୧୦-ଏନ୍‌ସିଟିଇ ଏ ବର୍ଷ ଠାରୁ ବଲାଙ୍ଗିର ବି. ଇଡି. କଲେଜରେ ନାମଲେଖା ପ୍ରତ୍ୟାହାର କରିଛି ।  ଏହି ନାମ ଲେଖା ପ୍ରତ୍ୟାହାର ବିରୁଦ୍ଧରେ ଆଜି ଛାତ୍ର କଂଗ୍ରେସ ତରଫରୁ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦୁଇ ଦଫା ସମ୍ମିଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ରେ ଏନ୍‌ସିଟିଇ ଆବଶ୍ୟକ କରୁଥିବା ଭିତ୍ତିଭୂମି ଶିକ୍ଷକ କର୍ମଚାରୀ ବଲାଙ୍ଗିର ବିଇଡି କଲେଜରେ ବନ୍ଦୋବସ୍ତ କରିବା ସହ ଏଠାରେ ବି.ଇଡି ପାଠ୍ୟକ୍ରମରେ ନାମଲେଖାର ବ୍ୟବସ୍ଥା କରାଯାଉ ଓ ସେଲ୍ପ ଫାଇନାନ୍ସିଂ ବିଇଡି ନାମଲେଖାକୁ ପ୍ରୋତ୍ସହନା ନ ଦେଇ ସରକାରୀ କଲେଜରେ ଛାତ୍ରମାନଙ୍କୁ ବି.ଇଡି ପାଠ୍ୟକ୍ରମରେ ବ୍ୟବସ୍ଥା କରାଯାଇ ଛାତ୍ରମାନଙ୍କ ଯେପରି ଗୋଟିଏ ଶିକ୍ଷା ବର୍ଷ ନଷ୍ଟ ନ ହେବ ସରକାର ସେ ଦିଗରେ ତୁରନ୍ତ ପଦକ୍ଷେପ ନଆଯିବା ନେଇ ଦୁଇ ଦଫା ଦାବିପତ୍ର ରେ ଉଲ୍ଲଖ ରହିଛି । ତେବେ ଉପରୋକ୍ତ ଦୁଇଟି ଦାବି ଉପରେ ସରକାର  ଶିଘ୍ର ହେବ ପଦକ୍ଷେପ ନେଇ ବଲାଙ୍ଗିର ଜିଲ୍ଲା ଛାତ୍ର ସମାଜ ପ୍ରତି ନ୍ୟାୟ ପ୍ରଦାନ ନକଲେ  ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ ସାରା ଜିଲ୍ଲାରେ ଛାତ୍ର ଆନ୍ଦୋଳନକୁ ତିବ୍ରତର କରିବ ଏବଂ ଏଥିରେ ଯଦି କୌଣସି ଧନ ଜୀବନ ହାନି ହୁଏ ସରକାର ଏଥିରେ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରଦାନ କରାଯାଇଥିଲା । 
    ସୁଚନା ଯୋଗ୍ୟ ଯେ, ବଲାଙ୍ଗିରରେ ଥିବା ବହୁ ପୁରାତନ ସରକାରୀ ବି.ଇ.ଡି କଲେଜରେ ଏ ବର୍ଷ ନାମଲେଖା ବନ୍ଦ କରିଦିଆଯାଇଛି । ନେସନାଲ କାଉନସିଲ ଫର ଟିଚର ଏଜୁକେଶନ (ଏନ୍‌ସିଟିଇ) ତରଫରୁ ବାରମ୍ବାର  ଶିକ୍ଷା ବିଭାଗକୁ ବି.ଇଡି କଲେଜର ଶିକ୍ଷା ଭିତ୍ତିଭୂମି , ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ କର୍ମଚାରୀ ବ୍ୟବସ୍ଥା କରିବାକୁ ଚିଠି ମାଧ୍ୟମରେ ଜଣାଯାଇଥିଲା । କିନ୍ତୁ  ରାଜ୍ୟ ସରକାର ଏହାକୁ ନେଇ ସାମାନ୍ୟତମ ଉଦ୍ୟମ କରି ନଥିବା ଜଣାଯାଇଛି । । ତେବେ ଭିତ୍ତିଭୂମି ଏବଂ ଶିକ୍ଷକ କର୍ମଚାରୀର ଅଭାବ ଯୋଗୁଁ ଏନ୍‌ସିଟିଇ ଚଳିତ ଶିକ୍ଷା ବର୍ଷରେ ବଲାଙ୍ଗିର ସରକାରୀ ବି.ଇଡି କଲେଜରେ ନାମଲେଖା ଅନୁମତି ପ୍ରତ୍ୟାହାର କରି ନେଇଛି । ନାମଲେଖା ପ୍ରତ୍ୟାହାର ଯୋଗୁଁ ଏଠିକାର ଅନେକ ଗରିବ ଛାତ୍ର ବି.ଇଡିରେ ନାମଲେଖାରୁ ବଂଚିତ ହୋଇଛନ୍ତି । ତେବେ ଆଜିର ବକ୍ଷୋଭ ପ୍ରଦର୍ଶନ ସମୟରେ, ବଲାଙ୍ଗିର ଜିଲ୍ଲା ହେଉଛି ଏକ ଚିର ମରୁଡି ପ୍ରପିଡିତ ଜିଲ୍ଲା । ଆର୍ଥିକ କ୍ଷେତ୍ରରେ ଏହି ଜିଲ୍ଲାକୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲା ସହ ସମତୁଲ କରିପାରିନାହାନ୍ତି । ଏଠାକାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ବହୁତ ପଛରେ । ଶିକ୍ଷା ଭିତ୍ତିଭୂମିରେ ମଧ୍ୟ ଏହି ଜିଲ୍ଲାକୁ ରାଜ୍ୟ ସରକାର ବାରମ୍ବାର ଅଣଦେଖା କରିଚାଲିଛନ୍ତି । ଏଠାକାର ଛାତ୍ର ବିଗତ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସରକାରଙ୍କ ବୈମାତୃକ ମନୋଭାବ ଶିକାର ହେଉଛି ବୋଲି ଛାତ୍ର କଂଗ୍ରେସ ର ସଭାପତି ଅଙ୍କିତ ସାହୁ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ରାଜ୍ୟ ସଂପାଦକ ଅଜୟ ବାଲି, ଅଭିନାଶ ସାଏ,  କୈଳାଶ ମିଶ୍ର, ଯୁବନେତା ଲୋପନ ମିଶ୍ର,  ଛଳ ପଣ୍ଡା, ସରୋଜ ପଧାନ, ଲମଣି ନାଏକ, ଶଙ୍କର ବିଶି, ମିଲୁ ସେଠ, ଅମିୟ କୁମାର ବଗର୍ତ୍ତି ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026

You Might Also Like