-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ପୁଣି ଦାରିଦ୍ର୍ଯର କଳାତ୍ମକ ସୃଜନ ଓ ରାଜନୀତିର ଯାଦୁଖେଳକୁ ନେଇ ମିଡିଆ ମ୍ୟାଟର୍

10-Jun-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଆଜି ନୁହେଁ, କଳାହାଣ୍ଡି ବନାମ ବଲାଙ୍ଗିରର ଗଣମାଧ୍ୟମ ଓ ରାଜନୀତିରେ ଦଶନ୍ଧି ଦଶନ୍ଧିତଳୁ ଯାଦୁଖେଳ ଓ ସୃଜନଶୀଳ କଳାତ୍ମକତା ପ୍ରକାଶ ପାଇ ଆସିଛି ।  ଅତୀତର କଳାହାଣ୍ଡିର ସାମ୍ବାଦିକ ଓ ପୂର୍ବତନ ବିଧାୟକ ରାଜନେତା କପିଳ ତିବାରୀ, ଆବ୍ ଦୀ,  ଏଇ  ଲେଖକ - ସାମ୍ବାଦିକର ଅନାହାର ମୃତ୍ୟୁ, ପିଲାବିକ୍ରି' ଭୋକର ଭୂଗୋଳ ' ଆବିଷ୍କୃତ ଶବ୍ଦ, ଆଧାରିତ ଏକାଧିକ ଫିଚର ବା 'ଚତୁର୍ଥସ୍ତମ୍ଭ' ଉପନ୍ୟାସ ଏବଂ ଏହାକୁ ଆଧାର କରି ବିଶିଷ୍ଟ ସାମ୍ବାଦିକ ପି ସାଇନାଥଙ୍କ 'ଏଭ୍ରିବଡି ଲଭସ୍ ଗୁଡ୍ ଡ୍ରଟସ' ବନାମ 'ହରା ଭରା ଅକାଲ୍' ତଥ୍ୟୋପନ୍ୟାସ ହେଉ ଅଥବା ଡକୁମେଣ୍ଟାରୀ ଚଳଚ୍ଚିତ୍ର ହେଉ, ରୁବେନ୍ ବାନାର୍ଜୀ ଆଦି ବହିରାଗତ ସାମ୍ବାଦିକଙ୍କ ସ୍ପେଶାଲ୍ ଷ୍ଟୋରି ହେଇଥାଉ  କିମ୍ବା  ଅମଲାପାଲିର ଫାନସ ପୁଞ୍ଜିର ୪୦ ଟଙ୍କାରେ ନିଣନ୍ଦକୁ ଓ ଏଇ ରିପୋର୍ଟର ର ଭାଲୁମୁଣ୍ଡାରେ ୫୦୦ ଟଙ୍କାରେ ୧୨ ବର୍ଷର ବାଳିକାକନ୍ୟାକୁ ଜାମଖୁଣ୍ଟାରେ ବିକିଥିବା ଭୂମିସୂତାର ବହୁଚର୍ଚ୍ଚିତ ଶିରୋନାମା ଖବରର ପ୍ରସଙ୍ଗ ହେଉ ଏବଂ ଏସବୁକୁ ନେଇ ଶତାଧିକ ସାହିତ୍ୟର ଗଳ୍ପ /କବିତା ହେଉ  ; ଏହି ଅଞ୍ଚଳର ସାହିତ୍ୟ ଓ ସାମ୍ବାଦିକତାର ମ୍ୟାଟର୍ ହୋଇ ଆସିଥିଲା 

ସଂପ୍ରତି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ୍ ର ବାଲିପଟା ଗାଁ'ର କଣ୍ଠଦେଈ ବିଶି ନାମ୍ନୀ ୭୦ ବର୍ଷୀୟା ଗରିବ ବୁଢୀଟିର ଉଇହୁଙ୍କା ସଦୃଶ ଭଙ୍ଗା ମାଟିକୁଡିଆରେ ରହୁଥିବା ସମ୍ପର୍କରେ ଚର୍ଚ୍ଚିତ ହୋଇଉଠିଥିବା ଖବର , ତା'କୁ ନେଇ ଆର୍ଟ ବା ଚିତ୍ରଣ ଓ କବିତା ବା ଆଲେଖ୍ୟ ଏବଂ ଏହାକୁ ଅଞ୍ଚଳର ଦାରିଦ୍ର୍ଯ , ଅବହେଳା , ଅଲଗ୍ କୋଶଲ୍  ରାଏଜ୍ ଗଠନ ବନାମ ଆଞ୍ଚଳିକ ବୈଷମ୍ୟର କାରଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାଟମାରଣା ଦୁର୍ନୀତି ସହ ଯୋଡି 'ବିଜୁ କୁଡିଆ ଯୋଜନା ' କଟାକ୍ଷ ହେଉ ;  ଏହି ଅଞ୍ଚଳରେ ଦାରିଦ୍ର୍ଯ ଓ ଦୁର୍ନୀତିକୁ ନେଇ ପୁଣି କଳାତ୍ମକ ସୃଜନ ଓ  ଅପ୍ରସଙ୍ଗରାଜ ନୀତିର ପୁନରାବୃତ୍ତି ଘଟିଛି ।

ଅପରତଃ  କିଛିବର୍ଷଧରି ଏକ ଉଦ୍ଦେଶ୍ୟମୂଳକ ଗଠିତ କୃତ୍ରିମ  ଜାତିଗତ ତାମସାରୁ ଆଖିଦୃଶିଆ ଚାନ୍ଦାବାଜ୍ ନକଲିନେତାଙ୍କୁ ହାତେଇ ନେଇ ଶାସକଦଳର କ୍ଷମତାଲିପ୍ ସୁ ସରକାର ବାହାବା' ସାଉଁଟିଥିବାର ଭ୍ରମରେ ଥିବାବେଳେ , ନବୀନ- ନରସିଂହ ବେନାମୀ ପୋଷ୍ଟର ଦଳଡିଆଁ ରାଜନୈତିକ କଳ୍ପନାଜଳ୍ପନାର ଗୁଜବ୍ ଖେଳାଇବାର ଏକ ବିଫଳ ଅପପ୍ରଚାର କରିଛି   ଏବଂ ଏସବୁ ହେଉଛି ଏ ଜିଲ୍ଲାର ସାଂପ୍ରତିକ ମିତିଆମ୍ୟଟର୍  । ଜୟ କଳା  !


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like