-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
10-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ପଞ୍ଚାୟତରେ ବୁଢ଼ାବୁଢ଼ୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ବିଳମ୍ବ ହେଉଛି । ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ , ପ୍ରତି ମାସର ୧୫ ତାରିଖ ଦିନ ଭତ୍ତା ଦିଆଯାଉ ନାହିଁ । ଅନ୍ୟ ପଟେ ବ୍ୟାଙ୍କ ପାସବୂକରେ ପଡୁଥିବା ଟଙ୍କା ଆହୁରି ବିଳମ୍ୱ ହେଉଛି । ହିତାଧିକାରୀ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । ଏଥିପ୍ରତି ବିଡ଼ିଓ ଦୃଷ୍ଟି ଦେବାକୁ ଦାବି ହେଉଛି ।