-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ବନ୍ଧୁଙ୍କ ଜନ୍ମ ଦିନରେ ସାମୁହିକ ରକ୍ତ ଦାନ ତୋଫା ଦେଲେ ଓ ଯୁବ ସମାଜ କୁ ସଚେତନ କରାଇଲେ ଗାଁ ଯୁବକ

10-Jun-2022



ସୁବର୍ଣ୍ଣପୁର   ଆଜିକାଲି  ଜନ୍ମ ଦିନ ବା  ଆନିଭର୍ସରୀ ପାଳନ ଅବସରରେ ଲୋକେ କେକ କଟା, ,ବାଣ ଓ ବେଲୁନ ଫଟା, କ୍ୟାଣ୍ଡାଲ ଜାଳିବା ଭଳି ନାନା ପ୍ରକାର ରାସାୟନିକ ରଙ୍ଗ ଓ ଦ୍ରବ୍ୟ ର ବ୍ୟବହାର ଯୋଗୁଁ  ଜଳ ବାୟୁ ସମେତ ସମଗ୍ର  ପରିବେଶ ପ୍ରଦୂଷଣ  ହେବାରେ ଲାଗିଛି l କିନ୍ତୁ ଏମିତି ଏକ ଯୁବ ଗୋଷ୍ଠି  ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମୁଣ୍ଡିଆପାଲିର ଗ୍ରାମର ଯୁବକ ମାନେ ଏଇ ଆଧୁନିକ ପ୍ରଥା ବିଦେଶୀ ପ୍ରଥା କୁ ବିରୋଧ କରି ଗତ କାଲି ଏକ ନିଆରା ଢଙ୍ଗ ରେ  ଜନ୍ମ ଦିନ ପାଳନ ର ବାର୍ତ୍ତା ଦେଲେ l ଏବଂ ନିଜ ଗାଁ ର  ଯୁବ ସମାଜ ସେବୀ ଧନଞ୍ଜୟ ଭୋଇ ଙ୍କ ଜନ୍ମ୍ ଦିନରେ ଆୟୋଜିତ କରିଛନ୍ତି ଏକ ସାମୁହିକ ରକ୍ତ ଦାନ ଶିବିର l ଏବଂ ଗ୍ରାମର 19ଜଣ ଯୁବକ ରକ୍ତ ଦାନ କରି ଏହି ମହତ୍ କାର୍ଯ୍ୟ ରେ ସାମିଲ ହୋଇ ଗାଁ ବନ୍ଧୁ ଶ୍ରୀ ଭୋଇ ଙ୍କୁ ଏକ ନିଆରା ତୋଫା  ପ୍ରଦାନ କରିଥିଲେ l ଆଉ ଆଗାମୀ ଯୁବ ପିଢୀ ଙ୍କୁ ଏକ ସଚେତନତା ବାର୍ତ୍ତା ଦେଇଥିଲେ l ଯେମିତି ଜିଲ୍ଲା ର କେହି ରୋଗୀ ରକ୍ତ ର ଅଭାବ ରେ ନ ମରିବେ ଓ ଯୁବ ରକ୍ତ ଦାତା ରକ୍ତ ଦାନ ସକାଶେ ଆଗକୁ ଆସିବେ ସେ ଉଦ୍ଦେଶ୍ୟ ରେ ଏ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି ବୋଲି ଜିଲ୍ଲା ରକ୍ତ ଦାତା ସେବା ସଂଘ ର ଜ଼ିଲ୍ଲା ସଭାପତି ମନୋଜ ପଣ୍ଡା କହିଛନ୍ତି । ଏହି ରକ୍ତ ଦାନ ଶିବିର ରେ ଜିଲ୍ଲା ରକ୍ତ ଦାନ କେନ୍ଦ୍ର ର

ଡାକ୍ତର ବିଶ୍ୱନାଥ ରଥ, ଜଗତ ଦରୁଅନ , ସୁବାସ ଚନ୍ଦ୍ର ପଣ୍ଡା ଓ ୟୁଧିଷ୍ଟିର ନାଏକ, ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଗ୍ରାମର ମୁକେଶ ପାତ୍ର, ମାନସ ବଡ଼ପଣ୍ଡା, ପ୍ରକାଶ ସାହୁ, ବିଶ୍ଵାମିତ୍ର ଭୋଇ, ସୁଶାନ୍ତ ସାହୁ, ଗଣେଶ ସେଠୀ, କାଲିଆ ସେଠୀ, ବିମଳ ପ୍ରଧାନ, ସାରଥୀ ସେଠୀ, ଦୀନବନ୍ଧୁ ମେହେର, ଅର୍ଜୁନ ସାହୁ, ସର୍ଜିତ୍ ସେଠୀ, ବିକ୍ରମ ପ୍ରଧାନ, ଶାନ୍ତନୁ ସାହୁ, ରଞ୍ଜିତ ଅଜିତ ସାହୁ, ଉମାକାନ୍ତ ପାଣ୍ଡେ , କିଶୋର ପ୍ରଧାନ , ରାଜେଶ୍ ସେଠୀ ପ୍ରମୁଖ ରକ୍ତ ଦାନ ଶିବିର ରେ ରକ୍ତ ଦାନ କରି ଥିଲେ । ଶେଷ ରେ ଜିଲ୍ଲା ରକ୍ତ ଦାତା ସଂଘ ର ସଭାପତି ମନୋଜ ପଣ୍ଡା ସମସ୍ତ୍ ରକ୍ତ ଦାତା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ଉତ୍ସାହିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like