-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
10-Jun-2022
ବୌଦ୍ଧ ସହରସ୍ଥିତ ସଂସ୍କୃତି ଭବନ ପରିଦର୍ଶନ କରିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ୱାଇଁ କରନା ମହାମରି ପାଇଁ ଦୁଇବର୍ଷ ହେଲା ବନ୍ଦ ଥିଲା ଏହି କାର୍ଯ୍ୟାଳୟ ତେଣୁ ଏହାର ଉନ୍ନତି ପାଇଁ ଆଜି ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ୱାଇଁ ପରିଦର୍ଶନ କରିଥିଲେ ତାଙ୍କ ସହ ସୂଚନା ଓ ଲକସମ୍ପର୍କ ଅଧିକାରୀ ରିତକାନ୍ତି ବଳିଆରସିଂ । ପାଠାଗାର ସମ୍ପର୍କରେ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।ପାଠାଗାର ଉନ୍ନତି ଦିଗରେ ଯତ୍ନବାନ ହେବା ପାଇଁ ସମସ୍ତ ଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।ଅନବନା ଗଛ ପରିଷ୍କାର ସହିତ pwd କୁ କାର୍ଯ୍ୟ ହସ୍ତାନ୍ତର କରିବା ପାଇଁ ଆଲୋଚନା କରଥିଲେ । ଏଥିରେ। ଲଷ୍ମୀ ଧର ନାଏକ ଅବସର ପ୍ରାପ୍ତ ଲାଇବ୍ରେରୀନ, ଯୁଧିଷ୍ଠିର ପାଠନି
କର୍ମଚାରୀ ଅକ୍ଷୟ ମହାକୁଡ଼, ସୁବାସୀନି ସେଠୀ, କନିଷ୍ଠ ସହାୟକ ମନ୍ତୁ ପାଣ୍ଡେ ଉପସ୍ଥିତ ଥିଲେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତକାନ୍ତି ବଳିଆରସିଂ