(ଚାଷୀ ନେତା ଅଶୋକ ସାହୁ, ପଦ୍ମପୁର) 

"/>

-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଏ କି ପ୍ରକାର ଗଣତନ୍ତ୍ର ?

08-Jun-2022



ବରଗଡ଼ (ନିରଞ୍ଜନ ତ୍ରିପାଠୀ) ଗଣତନ୍ତ୍ର ମାନେ ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ । କିନ୍ତୁ ଓଡିଶା ସମବାୟ ବିଭାଗ ରେ ପବିତ୍ର ଗଣତନ୍ତ୍ରର ପରିଭାଷା ଅନ୍ଯକିଛି । ଏମାନଙ୍କ ଗଣତନ୍ତ୍ର କିଛି ଲୋକଙ୍କର, କିଛି ଲୋକଙ୍କ ଦ୍ୱାରା ଓ କିଛି ଲୋକଙ୍କ ପାଇଁ ।ଏମାନଙ୍କ ଗଣତନ୍ତ୍ର କହେ ଯାହାର ନୋଟ୍ ତାହାର ଭୋଟ୍ ।

        ପ୍ରାଥମିକ କୃଷି ସେବା ସମବାୟ ସମିତି ଓଡିଶାର ଚାଷୀ ମାନଙ୍କର ନିଜସ୍ୱ ଅନୁଷ୍ଠାନ ଅଟେ  ।କାରଣ ଏମାନଙ୍କର ଅଂଶଦାନ ପଇସାରେ ଏ ଅନୁଷ୍ଠାନ ଚଲିଆସୁଛି ।ଏହା ସହ ସମବାୟକୃଷି ସମିତି ଓଡ଼ିଶାର ଚାଷୀଙ୍କର ଅର୍ଥନୀତି ର  ମୂଖ୍ଯ ଉତ୍ସ ଅଟେ ।  ଚାଷ ଏବଂ ଚାଷୀ  ଅଗ୍ରାଧୀକାର କ୍ଷେତ୍ରର ପ୍ରସଙ୍ଗ ବହନ କରିଥାଏ । ଏମିତି ଏକ ସମ୍ବେଦନଶୀଳ   ପ୍ରସଙ୍ଗ ଓ କୃଷି ସମବାୟ ଅନୁଷ୍ଠାନ ଉପରେ  ଅଗଣତନ୍ତ୍ରର ପ୍ରଚଳନ କରୁଥିବା ସେଇ ବିଭାଗର ମନ୍ତ୍ରୀ ସଚିବ ସମସ୍ତଙ୍କୁ  କୋଟି କୋଟି ପ୍ରଣାମ ।
      ଯଦି ଏହା ଗଣତନ୍ତ୍ର ତେବେ ଆବ୍ରାହାମ୍ ଲିଙ୍କନ୍ ଙ୍କ  ଗଣତନ୍ତ୍ର ସଜ୍ଞା ଭୁଲ୍ କି ? 
      ଗୋଟିଏ ପ୍ରାଥମିକ ସମବାୟ ସମିତିର ସଭ୍ଯ ସଂଖ୍ଯା ଅଛି ୭୦୦୦ । କିନ୍ତୁ ଏମାନଙ୍କ ମିନି ବ୍ଯାଙ୍କରେ ୫୦୦ ଟଙ୍କା ଜମାକରି ଥିବା ସଭ୍ଯ ହିଁ କେବଳ ଭୋଟ ଦେବାର ଅଧିକାର ପାଉଛି ।ଯଦି ସେଇ ୭୦୦୦ ସଭ୍ଯ ବିଶିଷ୍ଠ ସମିତିର ୩୦୦ ଜଣ ମିନିବ୍ଯାଙ୍କରେ ପଇସା ଜମା କରିଛନ୍ତି ,ତେବେ ସେଇ ୩୦୦ ଜଣ ୭୦୦୦ ସଭ୍ଯ ର ଭାଗ୍ଯ ନିରୁପଣ କରିବେ । ବାଃ ଚମତ୍କାର ଏଇ ଗଣତନ୍ତ୍ର ଏବଂ ଚମତ୍କାର ଏମିତି ଉଦ୍ଭଟ ଚିନ୍ତାଧାରାର ବ୍ଯକ୍ତି ।କାନ୍ଥ ବାଡ଼ ରେ ମଧ୍ୟ ଲେଖାଯାଉଛି କି ଗଣତନ୍ତ୍ର ପଦ୍ଧତି ରେ  ନିର୍ବାଚନ ହେବ, ହେଲେ ହେଉଛି କି ? ଯେଉଁମାନେ ଏ.ସି ରୁମ ରେ ଭୁବନେଶ୍ୱରରେ ବସି  କୋଟି କୋଟି ଚାଷୀଙ୍କ ପାଇଁ ଏମିତିକା ଗଣତନ୍ତ୍ର ର ପ୍ରଚଳିତ ଆଇନ ଚଲାଉଛନ୍ତି । ଏହା କେତେ ଦୂର ଯୁକ୍ତି ସାପେକ୍ଷ ? ଏହାକୁ ନେଇ ଗଣ ମାଧ୍ଯମରେ ବିତର୍କ ହେବା ଉଚିତ l ପବିତ୍ର ଗଣତନ୍ତ୍ର ବିଷୟ ରେ ଲେଖା ଯାଇଥିବା ଭୁଲ ତଥ୍ୟ କୁ କାନ୍ଥ ରୁ ମେଣ୍ଟାଯାଉ l ନଚେତ ସମସ୍ତ ଚାଷୀଙ୍କୁ ଭୋଟ ଦେବା ଅଧିକାର ପ୍ରଦାନ କରାଯାଉ l ଆମେ ରାଜ ବୋଡାସମ୍ବର କୃଷକ ସଂଗଠନ ତରଫରୁ ଏହାକୁ କଠୋର ନିନ୍ଦା କରୁଛୁ ।

(ଚାଷୀ ନେତା ଅଶୋକ ସାହୁ, ପଦ୍ମପୁର) 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like