-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଉଚ୍ଚ ଶିକ୍ଷିତା ବିବାହିତ ଝିଅ ଲୁସିର ବୃଦ୍ଧି ଯୋଗୁଁ ଯୌତୁକ ରାକ୍ଷସ ମାନଙ୍କ କବଳରୁ ବଞ୍ଚିଗଲା ଜୀବନ 

08-Jun-2022



ବିନିକା(ହିମାଂଶୁ ଶେଖର ପୁଟେଲ) ବାପା ମା ଙ୍କର ଏକ ମାତ୍ର ଗେହ୍ଲେଇ ଝିଅ ଲୁସି ଛୋଟ ବେଲୁ ବଡ଼ ପର୍ଯ୍ୟନ୍ତ ତାର ସହିତ ଥିଲା ଅନାବିଳ ସ୍ନେହ ମମତା । ହେଲେ ଝିଅ ଜନ୍ମ ପର ଘର ତେଣୁ ଝିଅର ସୁଖ ପାଇଁ ଜନ୍ମ କଲା ବାପା ମା   ଏମିତି ଘର ଖୋଜିଲେ ଯେଉଁଠି ଖାଲି ଥିଲେ ମା ଆଉ ପୁଅ ।ଝିଅ ଲୁସି ସେଠାରେ ଜୀବନ କାଳ ସୁଖରେ ରହିବ ଭାବି ଜୀବନରେ କରିଥିବା ପରିଶ୍ରମର ଉପାର୍ଜିତ ଧନ କୁ ଲଗାଇ ସବୁ ପ୍ରକାର ସାମଗ୍ରୀ ଦେଇ ବେଶ ଧୁମଧାମରେ ଲୁସିର ବାହାଘର କଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା ଯୌତୁକ ରୂପୀ ରାକ୍ଷସ ଚାହିଁ ରହିଥିଲା ଗ୍ରାସ କରିବାକୁ ଲୁସିକୁ। ହେଲେ ଉଚ୍ଚଶିକ୍ଷିତା ଝିଅ ଲୁସି ଉପସ୍ଥିତ ବୁଦ୍ଧି ଖଟାଇ ନିଜ ଜୀବନକୁ ବଞ୍ଚାଇ ଉଚ୍ଚିତ ଶିକ୍ଷା ଦେଇଗଲା ଯୌତୁକ ଲୋଭୀ ରାକ୍ଷସ ମାନଙ୍କୁ।ଏହି ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଉଲୁଣ୍ଡା ଥାନା ଅଞ୍ଚଳର ।ପ୍ରକାଶ ଥାଉକି ବିନିକା ଥାନା ମହାଦେବପାଲି ଗ୍ରାମର ସଙ୍କଟ ମୋଚନ ନାୟକଙ୍କ ସହିତ ଉଲୁଣ୍ଡା ଥାନା ଝାରବାହାଳୀ ନିବାସୀ ପ୍ରହଲ୍ଲାଦ ପୁରୋହିତଙ୍କ ଝିଅ ପ୍ରିୟଦର୍ଶିନୀ (ଲୁସି)ର  ୧୪/୨/୨୧ ତାରିଖ ରେ ବିନିକା ଏକ ହୋଟେଲରେ ବୈଦିକ ରୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା | ବିବାହ ସମୟରେ ବରପକ୍ଷ ଯୌତୁକ ଦାବି ମୁତାବକ ସମଗ୍ର ଆସବାପତ୍ର ସହ ସୁନା ଓ ରୂପାର ଅଳଙ୍କାର ଦିଆଯାଇଥିଲା | ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ସଙ୍କଟ ମୋଚନ ସୋନପୁର ଜିଲ୍ଲା କୃଷି ବିଭାଗରେ କର୍ମଚାରୀ ଥାଇ ମଧ୍ୟ ବିବାହ ସମୟରେ କନ୍ୟାପକ୍ଷଙ୍କୁ ପ୍ରକୃତ ବୟସ ଲୁଚାଇ ବିବାହ କରିଥିଲେ | ବିବାହର କିଛିଦିନ ପରେ ତାଙ୍କ ଶାଶୁ ହିମାଦ୍ରୀ ନାୟକ ମାମୁ ଶ୍ୱଶୁର ଭଣ୍ଡାର ଗ୍ରାମର ତୀର୍ଥବାସୀ ପଣ୍ଡାଙ୍କ ପ୍ରବୋର୍ଚନାରେ ପଡି ବିଭିନ୍ନ ସମୟରେ ଭିନ୍ନଭିନ୍ନ ଆଳଦେଖାଇ ଝିଅଘର ଲୋକଙ୍କୁ ନୀଚ ଦେଖାଇବା ଓ ଗାଳିଗୁଲଜ କରିବା ସହିତ ଅଧିକ ଯୌତୁକ ଦାବି କରି ଆସୁଥିଲେ | ଯଦି କୌଣସି କାମରେ ଶାଶୁ ଓ ସ୍ବାମୀ ବାହାରକୁ ଗଲେ ଏକୁଟିଆ ଝିଅ ଲୁସିକୁ ଘରେ ତାଲାଦେଇ ଯାଉଥିଲେ |ଖାଇବାକୁ ମଧ୍ୟ ବିଭିନ୍ନ ସମୟରେ ଅବହେଳା କରୁଥିବା ଅଭିଯୋଗ ହୋଇଛି |ବିବାହର ୧୦ ମାସ ହେଇଗଲା ପରେ  କୌଣସି ସନ୍ତାନ ହେଉନାହିଁ କହି ଏକ ବାବା ଠାରୁ ଔଷଧ ଆଣି ପିଇବା ପାଇଁ ଦେଇଥିଲେ | ଯାହା ଫଳରେ ପ୍ରିୟଦର୍ଶିନୀ ଉଦର ଯନ୍ତ୍ରଣାରେ ପଡିଥିଲା |ଯନ୍ତ୍ରଣା ଅସହ୍ୟ ହେବାରୁ ଝିଅକୁ ବାପଘରେ ଛାଡି ଆସିଥିଲେ | ଏହିସବୁ ଦେଖି ଝିଅର ପରିବାର ଲୋକେ କାଲେ ଝିଅର ଜୀବନ ପ୍ରତି ବିପଦ ଥିବାର ଆଶଙ୍କା କରି ଝିଅକୁ ଶାଶୁଘରକୁ ଛାଡିବାକୁ ଇଛା ପ୍ରକାଶ କରିନଥିଲେ | ପରେ ପ୍ରିୟଦର୍ଶିନୀ ରାଉରକେଲା ଉଦିତ ନଗର ଥାନାରେ ଯୌତୁକ,ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ | ପୁଲିସ ତାଙ୍କ ସ୍ୱାମୀ ସଙ୍କଟ ମୋଚନ, ଶାଶୁ ହିମାଦ୍ରୀ ଓ ମାମୁ ଶ୍ୱଶୁର ତୀର୍ଥବାସୀଙ୍କ ନାମରେ ମାମଲା ରୁଜୁକରିଛି | ଉଦିତନଗର ଥାନାରୁ ପୁଲିସ ଆସି ବିନିକା ପୁଲିସ ସହ ମହାଦେବପାଲିକୁ ଯାଇ ବିବାହ ସମୟରେ ସଙ୍କଟ ମୋଚନ କୁ ଦେଇଥିବା ସମସ୍ତ ଯୌତୁକ ସାମଗ୍ରୀ ଜବତ କରି ପ୍ରିୟଦର୍ଶିନୀକୁ ଜିମା ଦେଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like