-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||     

HOME   ଜିଲ୍ଲା

ପ୍ରାଥମିକ ସମବାୟ ସମିତି ନିର୍ବାଚନ ::ଦୁଇଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ ନିର୍ବାଚିତ

06-Jun-2022



ବରଗଡ଼:-ବରଗଡ ଜିଲ୍ଲା ମେଲଛାମୁଣ୍ଡା ପ୍ରାଥମିକ କୃଷିସମବାୟ ସମିତି ଆସନ୍ତା ୧୯ତାରିଖ ହେବାକୁଥିବା ଡାଇରେକ୍ଟର ନିର୍ବାଚନରେ ୨ଜଣ ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି।ସୂଚନା ଅନୁସାରେ ୪ନମ୍ବର ନିର୍ବାଚନ ମଣ୍ଡଳୀ ରୁ  ପ୍ରାଥମିକ କୃଷିସମବାୟ ସମିତିର ପୂର୍ବତନ ସଭାପତି ଚକ୍ରଧର ସାାହୁ ଓ ଜ୍ଞାନ ଗ୍ରାମର ସୋମନାଥ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ହେଲେ ସୋମନାଥ ସାହୁଙ୍କ ଅଭିଯୋଗ ଯେ ଚକ୍ରଧର ସାହୁଙ୍କର ତିନୋଟି ଛୁଆ ହେତୁ  ସରକାରଙ୍କର ଗାଇଡଲାଇନ ଅନୁସାରେ ୧୯୯୮ମସିହାରେ ତୃତୀୟ ଛୁଆ ଜନ୍ମ ହେଇଥିବାରୁ ତାକୁ ନିର୍ବାଚନ ଅଧିକାରୀ ପ୍ରମାଣପତ୍ର ସହିତ ଚକ୍ରଧର ସାହୁଙ୍କ ପ୍ରାର୍ଥୀ ପତ୍ର ନାକଚ କରିଦେଇଥିଲେ ଏବଂ ସୋମନାଥ ସାହୁଙ୍କୁ ବିଜୟୀ ଘୋଷିତ କରିଥିଲେ।୧୫ନମ୍ବର ନିର୍ବାଚନୀ ମଣ୍ଡଳୀରୁ ପଲସାପାଲି ଗ୍ରାମର ଭାସ୍କର ଭୁଏ ଏବଂ ଦ.ନୂଆଁପାଲି ଗ୍ରାମର ଲେକୃ ବରିହା ନାମାଙ୍କନ  ଦାଖଲ କରିଥିଲେ ।ଦ.ନୂଆଁପାଲି ଗ୍ରାମର ଲେକୃ ବରିହା ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇ ଥିବାରୁ ପଲସାପାଲି ଗ୍ରାମର ଭାସ୍କର ଭୁଏ ନିଦ୍ୱନ୍ଦ ରେ ବିଜୟୀ ହୋଇଛନ୍ତି।ନିର୍ବାଚନ ଅଧିକାରୀ କହିବା ଅନୁସାରେ ୧୫ଟି ନିର୍ବାଚନ ମଣ୍ଡଳୀ ରୁ ୪ଏବଂ୧୫ ନମ୍ବର ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ରେ ବିଜୟୀ ହୋଇଥିବାରୁ ବାକୀ ୧୩ଟି ନିର୍ବାଚନ ମଣ୍ଡଳୀରେ  ୧୯ତାରିଖ ଦିନ ଭୋଟ ଗ୍ରହଣ କରାଯିବ


News Comment




Photo in News

Advertisment
Lastest News
  ଜିଲ୍ଲା  
କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   06-May-2026
  ରାଜ୍ୟ  
ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   06-May-2026
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026

You Might Also Like