-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଯୁଗଳ ମୂର୍ତ୍ତି ଙ୍କ ନଗର ପରିକ୍ରମା ସହ ମହା ଆଡମ୍ବର ରେ ସମାପନ ହେଲା ସୁବର୍ଣ୍ଣପୁର ର ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ

06-Jun-2022



ସୁବର୍ଣ୍ଣପୁର-(ମନୋରଞ୍ଜନ ତ୍ରିପାଠି)  ବାବା ସୁବର୍ଣ୍ଣମେରୁ  ଶିବ ପାର୍ବତୀ  ଯୁଗଳ ମୂର୍ତ୍ତି ଓ ଅଷ୍ଟ ଚଣ୍ଡୀ, ଅଷ୍ଠ ଶମ୍ଭୁ, ଓ ଅଷ୍ଟ ବିଷ୍ଣୁ ଙ୍କ  ନଗର ପରିକ୍ରମା ପରେ ମହା ଆଡମ୍ବର ରେ ଆଜି ଉଦଯାପନ ହେଲା ସୁବର୍ଣ୍ଣପୁର ର  ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ଆଜି  ଭୋର ରୁ ସୁବର୍ଣ୍ଣପୁର ଥାନାପତି ପଡ଼ା ରୁ ଘଣ୍ଟ, ଶଙ୍ଖ, ଦୁଲ ଦୁଲି ବାଜା, ରନିଙ୍ଗ ମେଲୋଡି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମହା ଆଡମ୍ବର ରେ ସହର ର ସମସ୍ତ ଦେବା ଦେବୀ ଙ୍କ ସହିତ 108 ତୋଳା ରେ ନିର୍ମିତ ଇଷ୍ଠ ଦେବ ସୁବର୍ଣ୍ଣମେରୁ ବାବା ଙ୍କ ପ୍ରତିନିଧି ଚନ୍ଦ୍ର ଶେଖର ବାବା ଓ ମା ପାର୍ବତୀ ଯୁଗଳ ମୂର୍ତ୍ତି ବିରାଟ ପଟୁଆର ରେ  ମହଣ ମହଣ ରୁପା ନିର୍ମିତ ବିମାନ ରେ ଲକ୍ଷାଧିକ ଜନ ସମାଗମ ରେ ସହର ପରିକ୍ରମା କରି ଭକ୍ତ ଶ୍ରଦ୍ଧାଳୁ ଙ୍କୁ  ଦର୍ଶନ ଦେଇଥିଲେ l  ଆଉ ବର୍ଷ କୁ  ଥରେ କୈଳାସ ପତି ଓ ହିମାଦ୍ରୀ ଦେବୀ ଙ୍କ ସମେତ ଏକାଠି  ଏ  ମନ୍ଦିର ମାଳିନୀ ତୀର୍ଥ କ୍ଷେତ୍ର ର ମୁଖ୍ୟ ଦେବା ଦେବୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ସହ ପୁଣ୍ୟ ଅର୍ଜିଵl କୁ ଜ଼ିଲ୍ଲା ତଥା ପଡୋଶୀ ଜ଼ିଲ୍ଲା ର ଭକ୍ତ ଶ୍ରଦ୍ଧାଳୁ ଅପୂର୍ଵ ସୁଯୋଗ ର ଆଦୌ ହାତ ଛଡା କରନ୍ତି ନାହିଁ l ପ୍ରଭୁ ଙ୍କୁ ଦର୍ଶନ କରି ବିଭୋର ହୋଇ ଯାଆନ୍ତି ଓ ମନୋରଞ୍ଜନ କାର୍ଯ୍ୟକ୍ରମ ର ଖୁବ ମଜା ନିଅନ୍ତି l ସ୍ଥାନୀୟ ଭଗବତୀ ପ୍ଲଟ ପାର୍ବତୀ ଙ୍କ ପିତା କୃଷ୍ଣ ଚନ୍ଦ୍ର ମେହେର  ହିମାଦ୍ରୀ ନଗର ରେ କୃଷ୍ଣ ଗୁରୁ ଭଜନ, ଉମା ମେଲୋଡି, ଓ  ଦଣ୍ଡ ନୃତ୍ୟ  ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିବ ପିତା ସନ୍ତୋଷ ମେହେର ଙ୍କ ଘର କୈଳାଶ ନଗର  ରେ ସଂକୀର୍ତନ ପ୍ରତିଯୋଗିତା, କୱାଲୀ ଓ  ହରି ଓଂ  ସମ୍ବଲପୁରୀ ଶାନ୍ତନୁ ଏଣ୍ଡ ସାଥି ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ କୁ, ବର ଓ କନ୍ୟା ପିତା ମାତା ଘରେ ପ୍ରଭୁ ଙ୍କୁ ଦର୍ଶନ କରିବା କୁ, ଏବଂ ପ୍ରଭୁ ଙ୍କ ନଗର ପରିକ୍ରମା ସମସ୍ତ ଲୀଳା ଖେଳା ଦେଖିବା କୁ ତିନି ଦିନ ଧରି ସହର ରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଥିଲା l  ସୁବର୍ଣ୍ଣପୁର ଏସପି ଆମରେଶ ପଣ୍ଡା, ଏସ ଡି ପି ଓ  ପୁଷ୍ପାଞ୍ଜଳୀ ନିଙ୍ଗୀ, ଓ ଆଇ ଆଇ ସି  ଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନ ରେ   ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ସବୁ ଜାଗାରେ କଡା ସୁରକ୍ଷା ର ବ୍ୟବସ୍ଥା କରାଯାଇଥିଲା l ଏବର୍ଷ ପ୍ରଥମ ଥର ପାଇଁ ପ୍ରଭୁ  ଶିବ ପାର୍ବତୀ ଙ୍କ  ମାତା ପିତା ପରିବାର ସମେତ ଭଗବତୀ କ୍ଲବ ଓ ଆନନ୍ଦ କ୍ଲବ ର ଯୁବ ଗୋଷ୍ଠୀ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ କରିଥିଲେ l ଚନ୍ଦ୍ର ଶେଖର ପାଠାଗାର ଓ  ସମସ୍ତ ପୂଜକ ପକ୍ଷରୁ ପ୍ରଭୁ ଙ୍କ ପୂଜା ଅର୍ଚନା ଓ ନଗର ପରିକ୍ରମା କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିଲା l  କେମିଷ୍ଟ ଡ୍ରଗିଷ୍ଟ  ସଂଘ, ସ୍ୱଚ୍ଛ ଭାରତ, ଅର୍ଣ୍ଣପୂର୍ଣ୍ଣl  ଟ୍ରାଭେଲ୍ସ  ଏଜେନସି, ବଣିକ  ସଂଘ,  ଭଗବତୀ କ୍ଳବ, ବିଶ୍ୱ ଗୁରୁ ସେବା ସଂସ୍ଥା,  ଚରଣ ନାଏକ ଙ୍କ ସମେତ ସହର ର ବିଭିନ୍ନ ଛକ ରେ ଭକ୍ତ ଙ୍କ ପାଇଁ ଥଣ୍ଡା ପାଣି ଓ ସର୍ବତ ର ବ୍ୟବସ୍ଥା କରଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like