-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ପାଟଣାଗଡ ଜେ. ଇ ହତ୍ୟାକାଣ୍ଡ ଘଟଣାକୁ ମାସେ ପୁରିଲା : ପୋଷ୍ଟ ମୋର୍ଟମ ରିପୋର୍ଟ ରେ ଅଛି କଣ ?

05-Jun-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ପାଟଣାଗଡ ବ୍ଲକ୍ ଜେଇ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା ଅଭିଯୋଗ ମାମଲାର ଚଳିତ ମେ ୫ ତାରିଖରେ ମାସେ ପୁରିଗଲା  ।  ତେବେ ମୃତ ଜେଇଙ୍କ ପରିବାର ଓ ଅନ୍ୟାନ୍ୟ ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଯୋରଦାର୍ ଚର୍ଚ୍ଚା ସତ୍ତ୍ୱେ  ଅଦ୍ୟାବଧି ଏହା ଏକ ହତ୍ୟାକାଣ୍ଡ ନା ଅନ୍ୟକିଛି ସ୍ପଷ୍ଟ ହୋଇପାରୁନାହିଁ ।  ବଲାଙ୍ଗୀରରେ ପୁଲିସ୍ ତାଙ୍କ ମୃତଦେହର ଭୀମଭୋଇ ମେଡିକାଲ କଲେଜ ଓ ହାସପାତାଳରେ ବ୍ୟବଚ୍ଛେଦ କରାଇଥିବା ବେଳେ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ୍ ରିପୋର୍ଟରେ କ'ଣ ଅଛି, ସ୍ପଷ୍ଟତଃ ଜଣାପଡିନାହିଁ । ଏପରିକି ତାଙ୍କ ଘରଲୋକେ ମଧ୍ୟ ଏ ସମ୍ପର୍କରେ ଅନ୍ଧାରରେ ରହିଥିବା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ପୁଲିସ୍ ପକ୍ଷରୁ ଗଣମାଧ୍ୟମ ବା ଏହାର ଉଚିତ୍ ତଦନ୍ତ ଦାବିକରି ଥାନାରେ ଧାରଣା ଦେଇଥିବା କୋଶଳ ମୁକ୍ତ ମୋର୍ଚ୍ଚାର ଆନ୍ଦୋଳନକାରୀମାନଙ୍କୁ ଦୀର୍ଘ ୨ ମାସ ସମୟଦେଇ ଏହା ଜଣାଇଦିଆଯାଇ ନଥିବା ଜଣାଯାଇଛି । ତେବେ ଏହି ମୃତ୍ୟୁ ରିପୋର୍ଟ ବା ପୋଷ୍ଟମର୍ଟମ୍ ରିପୋର୍ଟକୁ ନେଇ ୟା' ମଧ୍ୟରେ କିଛି ରହସ୍ୟଜନକ କଥା ଶୁଣିବାକୁ ମିଳିଛି ।  ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, କିଛିଦିନ ତଳେ ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କିଛିଦିନତଳେ ପାଟଣାଗଡ ବ୍ଲକ୍ ର ମୃତ ଜେଇଙ୍କର ସହକର୍ମୀ ଦୁଇଜଣ ଜେଇ ସତ୍ୟ ନାରାୟଣ ତ୍ରିପାଠୀ ଏବଂ   

ପ୍ରଭାତ ସେଠୀଙ୍କୁ ଡକାଇ ସେମାନଙ୍କ ସଂଘର ସଭାପତି ଓ ସମ୍ପାଦକଙ୍କ ସହ ସେମାନଙ୍କ ସାଙ୍ଗରେ ବଲାଙ୍ଗୀର ଏସପିଙ୍କ ନିକଟକୁ ଯିବାକୁ ଡାକିନେଇଥିଲେ । ତାଙ୍କ ସହ ଏକା ସାଙ୍ଗରେ ତାଙ୍କଗାଡିରେ ଯିବାକୁ କହିଥିଲେ ହେଁ  ସେମାନେ ନିଜେ ଯାଇଥିବା କହିଛନ୍ତି ।  ଉକ୍ତଦିନ ଜିଲ୍ଲା ଜେଇ ସଂଘର ସଭାପତି ଏ ସୀମାଦ୍ରୀ ଦୋରା, ସମ୍ପାଦକ ଡି ବଳରାମ ପାତ୍ର  ଓ ପାଟଣାଗଡ ବ୍ଲକ୍ ର ଜେଇ ପ୍ରଭାତ ସେଠୀ ଯାଇ ଏସ୍ ପିଙ୍କୁ ଭେଟିଥିଲେ । ଏସ୍ ପିଙ୍କ ଚ୍ୟାମ୍ବରରେ ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଓ ଥାନାଧିକାରୀ ଅନନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏସପି ସେମାନଙ୍କୁ ଏକ କାଗଜ ଧରାଇ ଏହା ପୋଷ୍ଟମର୍ଟମ୍ ରିପୋର୍ଟ ଓ ଏହାକୁ ସଂଘକୁ ଦିଆଯାଇ ପାରିବନାହିଁ , ଏଇଠି ପଢ ଓ ତାଙ୍କ ଘରଲୋଙ୍କୁ ଜଣାଇଦେବାକୁ କହିଥିବା ସେମାନଙ୍କ ସୂତ୍ରରୁ ପ୍ରକାଶ ।  ତେବେ ସେମାନେ ସେଥିରୁ କିଛି ବୁଝି ନପାରିବା ସହିତ ଏସପି କୁଆଡେ କହିଥିଲେ ଯେ ଉକ୍ତଦିନ ବହୁତ ଖରା ହେଉଥିଲା । ମୃତ ଜେଇ ଜଣକ ସେହି ପାଖରେ ଥିବା ତାକ ଏକ କାର୍ଯ୍ୟସ୍ଥଳୀକୁ ଯାଇଥିଲେ । ସେଠାରେ ମୁଣ୍ଡ ବୁଲାଇ ପଡିଯାଇଥାଇ ପାରନ୍ତି ଓ ବ୍ରେନ୍ ଷ୍ଟ୍ରୋକ୍ ହେଇଯାଇଥାଇପରେ । ତେବେ ଆମେ ଆହୁରି ତଦନ୍ତ ଜାରୀ ରଖିଛୁ ଓ ଅନ୍ୟ ଏକ ସ୍ବତନ୍ତ୍ର ଟିମ୍ କୁ ଏଥିରେ ନିୟୋଜିତ କରାଯାଇଥିବାର ସୂଚନା ମଧ୍ୟ ଦେଇଥିଲେ । ମୃତଦେହ ପଡିଥିବା ଜାଗାକୁ ମୋପେଡ୍ ବା ସେ ଯିବାର ରାସ୍ତା ନାହିଁ ବୋଲି ସେମାନେ କହିବାରୁ ଏସପି କୁଆଡେ କହିଥିଲେ ଯେ ସେ ନିଜେ ସେଠାକୁ ଯାଇଥିଲେ । ସେହି ଜାଗାକୁ ଯାଇହେବ । ସାଇକେଲ ଯାଇପାରିବା ଜାଗାକୁ ମୋପେଡ୍ ଯିବ ।' ବୋଲି ବୁଝାଇ ଦେଇଥିଲେ । ସଭାପତି ସେହି କାଗଜଟିକୁ ସେଠୀବାବୁଙ୍କୁ ଧରାଇଦେବାରୁ ସେ ଏହି ତଥାକଥିତ ପିଏମ୍ ରିପୋର୍ଟରେ ହେଡ୍ ଇନଜୁରୀ ପରି କିଛି

ଲେଖାଥିବାର କହିଛନ୍ତି । ପରେ ଏସମ୍ପର୍କରେ ପଚାରିବାରୁ ସଭାପତି ଇଂ ଦୋରା ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି । ପୁନଶ୍ଚ ଏହାର ଖବର ଶୁଣି ପାଟଣାଗଡର କେତେକ ସାମ୍ବାଦିକ ଥାନାଧିକାରୀ ଓ ଏସଡିପିଓଙ୍କୁ ଏସମ୍ପର୍କରେ ପଚାରିବାରୁ ଥାନାଧିକାରୀ ' ମୁଣ୍ଡର ପଛପଟରେ ଭିତର ଆଘାତ ରହିଛି ଓ ସାଇବରଟିମ୍ ଏହାର ତଦନ୍ତ କରୁଥିବା ପ୍ରକାଶ କରିଥିବାବେଳେ,ଏସଡିପିଓ କୁଆଡେ କହିଥିଲେ ଯେ  : 'ଏ ଡାକ୍ତରମାନେ କେମିତି କଣ ଲେଖନ୍ତି , ଜଣାପଡୁନାହିଁ । ତାହା ହେଇପାରେ , ଆମେ କିଛି ଫାଇନାଲ୍ କରିନାହୁଁ ଓ ତଦନ୍ତ ଚାଲିଛି । '

ତେବେ ତାହା ଯଦି ପୋଷ୍ଟମର୍ଟମ୍ ରିପୋର୍ଟ ଥିଲା ଏବଂ ସେଥିରେ ବ୍ରେନ୍ ଷ୍ଟ୍ରୋକ୍ ଭଳି ଆଶଙ୍କା ରହୁଛି , ତେବେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସମ୍ଭାବନା କ୍ଷୀଣ ଓ ଆଉ ତଦନ୍ତର କି ଆବଶ୍ୟକତା ରହିଛି  ?

ସବୁଠାରୁ ମୁଖ୍ୟ କଥା ଏ ବିଷୟରେ ପୁଲିସ୍ ବା ସଂଘପକ୍ଷରୁ ମୃତ ଜେଇଙ୍କର ପରିବାରର ଲୋକଙ୍କୁ ଏତେଦିନ ହେଲା ଜଣାଇଦିଆଯାଇନାହିଁ କିଆଁ  ? 

ସର୍ବୋପରି ଏହି ହତ୍ୟାକାଣ୍ଡ ଅଭିଯୋଗର ତଦନ୍ତରେ ଆରମ୍ଭରୁ ପୁଲିସ୍ ତଦନ୍ତରେ ବିଭିନ୍ନ ପରସ୍ପରବିରୋଧୀ କଥା ଜନମାନସକୁ ବିଭ୍ରାନ୍ତ କରିଆସୁଛି । କେତେକ ସନ୍ଦେହର ମଧ୍ୟ ଚର୍ଚ୍ଚା ହୋଇଆସୁଛି । ପ୍ରଥମେ ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟା ଅଭିଯୋଗମାମଲାର ତଦନ୍ତ ଦାୟିତ୍ୱରେ ଥିବା ଏସଡିପିଓ ଓ ବିଡିଓ ହଠାତ୍ ଦୀର୍ଘ ଛୁଟିରେ ଚାଲିଯିବା, ଏଥିରେ ସନ୍ଦେହ ପ୍ରକାଶ କରି କୋଶଳ ମୁକ୍ତି ମୋର୍ଚ୍ଚା ଧାରଣା ଦେବା ଓ ଆନ୍ଦୋଳନକାରୀମାନଙ୍କୁ ଅତିରିକ୍ତ ଏସପି ଦିଲୀପ ପଟେଲ ଯାଇ ଦୁଇମାସର ସମୟ ଦେଇଥିବା ଇତ୍ୟାଦି ଘଟଣା । ଏପରିକି ଏଥିରେ ରାଜନୈତିକ ପୃଷ୍ଠପୋଷକତାରେ ଥିବା କେତେକ ଠିକାଦାରଙ୍କ ସମ୍ପୃକ୍ତି ରହିଥିବା ଓ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏପରି କାଳକ୍ଷେପଣ କରାଯାଇଥିଲା ବୋଲି ଚର୍ଚ୍ଚା ଉଠିଥିଲା । ଏବେ ଏହି ନୂତନ ସୂଚନାରୁ ଏହି ଚାଞ୍ଚଲ୍ୟକର ବହୁଚର୍ଚ୍ଚିତ ସନ୍ଦିଗ୍ଧ ହତ୍ୟାଅଭିଯୋଗ ମାମଲାର ପରିଣତି କୁଆଡେ, ସହଜରେ ଅନୁମେୟ ବୋଲି ଲୋକେ ଆଲୋଚନା କରୁଛନ୍ତି । ଏହି ବିଷୟରେ ଆଗାମୀ ଜୁନ୍ ୧୧ ଓ ୧୨ରିଖରେ ଭୁବନେଶ୍ବରରେ କନିଷ୍ଠ ଯନ୍ତ୍ରୀମାନଙ୍କର ରାଜ୍ୟସଂଘର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଏହାକୁ ଉଦଘାଟନ କରିବାକୁ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯିବାର ସୂଚନା ମିଳିଛି । 

ମୃତ ଜେଇଙ୍କ ପରିବାର ପକ୍ଷରୁ ଏହାର ଉଚିତ୍ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଓ ତାଙ୍କର ଏକମାତ୍ର ପିତୃହରା ପୁତ୍ରଙ୍କୁ ସରକାରୀ ଚାକିରୀରେ ଥଇଥାନ କରାଯିବାକୁ ଦାବି କରାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ  ଯଦି: ଏହା ସତ୍ୟ ହୋଇଥାଏ, ଏ ପୋଷ୍ଟମର୍ଟମ୍ ରିପୋର୍ଟରେ ଅଛି କ'ଣ ?  ଏକ ନରହତ୍ୟାମାମଲାର ଗୁରୁତ୍ୱପୂର୍ଣ୍ଣ ଦଲିଲ ଭାବରେ ଉପଯୋଗୀ ଏହି ଶବବ୍ୟବଚ୍ଛେଦ ତଥା ରିପୋର୍ଟର ପ୍ରସ୍ତୁତିରେ କୌଣସି ଖାମଖିଆଲି ତ୍ରୁଟି ନାହିଁ ତ  ? ପ୍ରକୃତରେ ଏଥିରେ ଅଛି କ'ଣ


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like