-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
କୋଦଳା - ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ। ଆଜି ପରିବେଶକୁ ସରସ ସୁନ୍ଦର କରିବା ନିମନ୍ତେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ଜିବନରଖ୍ୟା ଏହି ସ୍ଲୋଗାନକୁ ପ୍ରଥେୟ କରି ଆଜି କୋଦଳା
ଅଧ୍ୟକ୍ଷ ବୃକ୍ଷରୋପଣ କରିବା ସହିତ କୋଦଳା କୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କୋଦଳାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ତତ୍ସହିତ କୋଦଳା ଏନେସି ର ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମାନଙ୍କୁ ମଧ୍ୟ ମାଗଣାରେ ଚାରା ବଣ୍ଟନ କରିଥଲେ ।ଉକ୍ତ କାର୍ଯ୍ୟକ୍ରମରେ କୋଦଳା ଅଧ୍ୟକ୍ଷ, କାଉନସିଲର, ଏସ୍ ଏଚ୍ ଜି ଗ୍ରୁପ୍ ସଦସ୍ୟ, କୋଦଳା ଏନେସି ର କର୍ମଚାରୀ, ସମାଜସେବୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ, ଶିକ୍ଷକ ବୃନ୍ଦ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
(ଉମା ମହାରଣା - କୋଦଳା )