-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||     

HOME   ଜିଲ୍ଲା

    ଡାଏଲିସିସ୍ ବିଭାଗର ସାଂଘାତିକ ଅବ୍ୟବସ୍ଥା,     ମୃତ୍ୟୁ ଅପେକ୍ଷାରେ କିଡନି ରୋଗୀ     ଗତ ଦେଢ ମାସରେ ୧୦ ମୃତ      ୯୦ ରୋଗୀଙ୍କ ପାଇଁ ଜଣେ ଟେକ୍‌ନିସିଆନ୍ 

03-Jun-2022



ବଲାଙ୍ଗିର,(ପ୍ରେରଣା ଖବର) ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଥିବା ଏକ ମାତ୍ର ଡାଏଲିସିସ ସେନ୍ଟରର ଅବସ୍ଥା ସାଂଘାତିକ ହୋଇ ପଡିଛି । ଏକ ବେସରକାରୀ ସଂସ୍ଥା ହାତକୁ ଏହି ଅତି ସମ୍ବେଦନଶିଳ ବିଭାଗକୁ ଟେକି ଦିଆ ଯାଇଛି । ସେହି ସଂସ୍ଥାର ଅପାରଗତା ଓ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଡାଏଲିସିସ ବିଭାଗକୁ ଜମକୁଣ୍ଡରେ ପରିଣତ କରି ଦିଆଯାଇଛି ବୋଲି ଡାଏଲିସିସ୍ ରୋଗୀମାନେ  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଭୀମ ଭୋଇ ମେଡିକାଲରେ ଡାଏଲିସିସ୍ ବିଭାଗ ଚଳାଇବାର ସମସ୍ତ ଦାୟିତ୍ୱ ରାହୀ କେଆର ନାମକ ଏକ ଘରୋଇ ସଂସ୍ଥାକୁ ଦିଆ ଯାଇଛି । କିନ୍ତୁ ଉକ୍ତ ସଂସ୍ଥା ପକ୍ଷରୁ ୯୦ ଜଣ ଡାଏଲିସିସ୍ ରୋଗୀଙ୍କ ପାଇଁ ମାତ୍ର ଜଣେ ଟେକନିସିଆନ୍‌ଙ୍କୁ ନିଯୁକ୍ତ କରାଯାଇଛି । ତେବେ ସେହି ଟେକନିସିଆନଙ୍କୁ ବାରମ୍ବାର ବଦଳି କରାଯାଇଛି ।

 କିନ୍ତୁ ଏବେ ଜଣେ ଅନଭିଜ୍ଞ ଟେକନିସିଆନଙ୍କୁ ଆଣି ବିଭାଗରେ ନିୟୋଜିତ କରାଯାଇଛି । ଉକ୍ତ ଟେକନିସିଆନ୍ ଜଣଙ୍କ ଅନଭିଜ୍ଞ ଥିବା ବେଳେ ଅନେକ ଡାଏଲିସିସ୍ ରୋଗୀଙ୍କ ପିସ୍ତୁଲା ସଂଯୋଗ କରି ପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି ।  ଫଳରେ ରୋଗୀମାନଙ୍କ ପ୍ରବଳ ରକ୍ତସ୍ରାବ ହେବା ସହିତ କେତେକଙ୍କ ପିସ୍ତୁଲା ସଂପୁର୍ଣ୍ଣ ନଷ୍ଟ ହୋଇ ଘାତକ ପରିସ୍ଥିତି ସୃଷ୍ଟି ହେଉଛି ।  ସେହିପରି ଡାଏଲିସିସ୍ ବିଭାଗରେ ୧୦ଟି ମେସିନ ରହିଥିଲା । ସେଥିରୁ ଏବେ ଦୁଇଟି ଅଚଳ ହୋଇ ପଡିଥିବା ବେଳେ କେବଳ ୮ଟି ମେସିନରେ ୮୮ଜଣ ରୋଗୀଙ୍କ ଡାଏଲିସିସ୍ ବୋଝ ପଡୁଛି ।  ଯଦ୍ୱାରା କିଡନୀ ରୋଗୀଙ୍କ ପାଇଁ ପ୍ରଯ୍ୟୁଜ୍ୟ ସାଢେ ତିନି ଘଣ୍ଟାର ଡାଏଲିସିସ୍ ପରିବତ୍ତେ ରୋଗୀଙ୍କୁ ମାତ୍ର ୨ ଘଣ୍ଟା ଡାଏଲିସିସ୍ କରାଯାଉଛି । ଯାହା ରୋଗୀଙ୍କ  ପାଇଁ ନିଅଣ୍ଟିଆ ।  ଡାଏଲିସିସ୍ ମେସିନକୁ ନିୟମ ମୁତାବକ ପ୍ରକ୍ରିୟାରେ ସଫା କରାଯାଉନଥିବାବେଳେ ରୋଗୀଙ୍କ ଶରୀରରେ ସଂକ୍ରମଣ ବଢାଉଛି । ବିଭାଗରେ ଲାଗିଥିବା ୫ଗୋଟି ଏସି ମଧ୍ୟରୁ ୪ ଗୋଟି ଦୀର୍ଘ ଦୁଇ ମାସ ହେବ ବନ୍ଦ ରହିଛି । ଆହୁରି କିଡନୀ ରୋଗୀଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଲୋକାଲ ପର୍ଚେଜ ଫର୍ମ ମାଧ୍ୟମରେ ଦିଆଯାଉଥିବା ମାଗଣା ଔଷଧକୁ ମଧ୍ୟ ଗତ ନଭେମ୍ବର ମାସ ଠାରୁ ବନ୍ଦ କରି ଦିଆଯାଇଛି । ତାଛଡା ବିଭାଗରେ ପିଇବା ପାଣି ଓ ବଜୁଳି୨୪ ଘଣ୍ଟା  ଯୋଗା ଯାଇ ପାରୁ ନାହିଁ । ଡାକ୍ତରଖାନା ତରଫରୁ ହସପିଟାଲ ସୁପରିଷ୍ଟେଡେନ୍ଟ   ମଧ୍ୟ ପରିଦର୍ଶନକୁ ଆସୁ ନଥିବା ବେଳେ ରୋଗୀଙ୍କ ଆକୁଳ ଅଭିଯୋଗ ଅଶୁଣା ରହୁଛି । ଏ ସବୁ ସମସ୍ୟାରେ ଭୋଗି ଭୋଗି ଗତ ଦେଢ ମାସରେ ୧୦ ଜଣ ରୋଗୀ ମୃତ୍ୟୁ ବରଣ କଲେଣି, ତଥାପି ପ୍ରଶାସନ ଓ ବ୍ୟବସ୍ଥା ର ଆଖି ଖୋଲିନି । ଯଦି ଯଥାଶିଘ୍ର ଏହି ସମସ୍ୟା ଗୁଡିକର ସମାଧାନ କରାନଯାଏ , ତେବେ ଆମେ ମୁର୍ମୁଷ ରୋଗୀମାନେ ଆମର ଜୀବନ ରକ୍ଷା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଡାଏଲିସିସ୍ କରାଉଥିବା ରୋଗୀ ସତ୍ୟେନ୍ଦ୍ର ପ୍ରସାଦ ସିଂଦେଓ(ଚକୁ) ,ନେତ୍ରାନନ୍ଦ ଶତପଥି , ସତ୍ୟକୃଷ୍ଣ ବାରିକ , ମାନସ ରଂଜନ ମିଶ୍ର , ମଧୁମିତା ପୂଝାରୀ , ସାନ ଡାଙ୍ଗ , ପ୍ରଫୁଲ୍ଲ ସାହୁ , ଅଜିତ ପାତ୍ର , ରମେଶ ମିଶ୍ର , ଚକ୍ରଧର ପଣ୍ଡା ଓ ରବିଚନ୍ଦ୍ର ବାରିକ ପ୍ରମୁଖ ଜଣାଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026

You Might Also Like