-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||     

HOME   ଜିଲ୍ଲା

ନିଜ ଖର୍ଚ୍ଚରେ ପୋଖରୀରୁ ପଙ୍କ ବାହାର କଲେ ସାନକଲଙ୍ଗାପାଲି  ଗ୍ରାମବାସୀ : ୩ ବର୍ଷ ବିତିଲା, ପ୍ରସାଶନ ଶୁଣିଲାନି

30-May-2022



ପାଟଣାଗଡ଼/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବାଳିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲିରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ପାଣ୍ଠି ସଂଗ୍ରହ କରି ନିଜ ପୋଖରୀରୁ ପଙ୍କଉଦ୍ଧାର କରିଥିବା ଦେଖିବାକୁ ମିଳିଛି । କଲଙ୍ଗାପାଲି ଗ୍ରାମରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଲୋକେ ବାସ କରନ୍ତି ।  ପାନୀୟ ଜଳ ସୁବିଧା ପାଇଁ କେବଳ ନଳକୂପ ରହିଛି । ହେଲେ ଗାଧୋଇବା ପାଇଁ ଗ୍ରାମରେ କେବଳ ଗୋଟିଏ ପିପଲ ନାମକ ଏକ ପୁରୁଣା ପୋଖରୀ ରହିଛି । ଏହି ପୁରୁଣା ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି  । ଗ୍ରୀଷ୍ମ ଋତୁରେ ପୋଖରୀର ପାଣି ଶୁଖି ଯାଇ ଥାଏ । ଯାହାଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ ୩ ବର୍ଷ ତଳେ ଜିଲ୍ଲାପାଳଙ୍କ ଶୁଣାଣି ସମୟରେ ଗ୍ରାମର ଜଳଧର ସାହୁ ଗ୍ରାମବାସୀଙ୍କ ସହ ପୋଖରୀର ପଙ୍କଉଦ୍ଧାର କରିବା ପାଇଁ ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହାପରେ ବ୍ଳକ ବିଡିଓ ଓ ପୂର୍ବତନ ଚେୟାରମ୍ୟାନ ସହ ପାଟଣାଗଡ଼ ବିଧାୟକଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ଶେଷରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ବୈଠକ  ଡକାଯାଇ ଏକ କମିଟି ଗଠନ କରାଯାଇଥିଲା । ଉକ କମିଟିର ସଭାପତି ମହିମା ବିଶି, ଉପସଭାପତି ବଲରାମ ସେଠ, ସଂପାଦକ ବାଳକୃଷ୍ଣ ସାହୁ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁ ରହିଥିଲେ । କମିଟି ସର୍ବସମ୍ମତି କ୍ରମେ ଗ୍ରାମର ପ୍ରତ୍ୟେକ ପରିବାରରୁ ୧ ହଜାର ଟଙ୍କା ଲେଖାଏଁ  ସଂଗ୍ରହ କରି ପଙ୍କୋଦ୍ଧାର କରିଥିଲେ । ସଂପାଦକ ଶ୍ରୀ ସାହୁଙ୍କ କହିବା ଅନୁସାରେ ଗ୍ରାମ ପାଣ୍ଠିରେ 

ଆଉ ୨ ଲକ୍ଷ ଟଙ୍କା ରହିଛି । ପଙ୍କ ଉଦ୍ଧାର ପାଇଁ ସଂଗ୍ରହ କରିଥିବା ପାଣ୍ଠି ତକ ଶେଷ ହେବାରେ ବସିଛି । ବ୍ଲକ ପ୍ରଶାସନ ତରଫରୁ କୌଣସି ସରକାରୀ ସହାୟତା ନମିଳିଲେ  ତେବେ ଗ୍ରାମ ପାଣ୍ଠି ରେ ଥିବା ୨ ଲକ୍ଷ ଟଙ୍କା ବାହାର କରି ପଙ୍କ ଉଦ୍ଧାର କାର୍ଯ୍ୟ ରେ ବିନିଯୋଗ କରାଯିବ ବୋଲି ହଁ ପ୍ରତିକ୍ରିୟା ରଖିଛନ୍ତି । ଖବର ପାଇ ଜୋନ୍ ନଂ୧୫ର   ଜିଲ୍ଲାପରିଷଦ କସ୍ତୁରୀ ସେଠ ମଧ୍ୟ ପୋଖରୀ ଖୋଲା ସ୍ଥାନକୁ ଆସି ଏ ସମସ୍ୟା ବିଷୟରେ ବିଡିଓ ଙ୍କୁ ଜଣାଇବି ବୋଲି କହିଥିଲେ ।  ଏ ସମ୍ପର୍କରେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନାଙ୍କୁ ପୁରାଇବାରୁ ଉକ୍ତ ପୋଖରୀ ନାମରେ ଫାଇଲ୍ ଲାଗିଛି । ଯଥାଶୀଘ୍ର ଅନୁଦାନ ଦିଆଯିବା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ପଚରାଯିବାରୁ ଏସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ପୋଖରୀରୁ ପଙ୍କ ଉଦ୍ଧାରରେ ସହାୟତା ଯୋଗାଇ କରିବାକୁ ଗ୍ରାମବାସୀ ଦାବି କରିଛନ୍ତିଆଉ ୨ ଲକ୍ଷ ଟଙ୍କା ରହିଛି । ପଙ୍କ ଉଦ୍ଧାର ପାଇଁ ସଂଗ୍ରହ କରିଥିବା ପାଣ୍ଠି ତକ ଶେଷ ହେବାରେ ବସିଛି । ବ୍ଲକ ପ୍ରଶାସନ ତରଫରୁ କୌଣସି ସରକାରୀ ସହାୟତା ନମିଳିଲେ  ତେବେ ଗ୍ରାମ ପାଣ୍ଠି ରେ ଥିବା ୨ ଲକ୍ଷ ଟଙ୍କା ବାହାର କରି ପଙ୍କ ଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ହଁ ପ୍ରତିକ୍ରିୟା ରଖିଛନ୍ତି । ଖବର ପାଇ ଜୋନ୍ ନଂ୧୫ର   ଜିଲ୍ଲାପରିଷଦ କସ୍ତୁରୀ ସେଠ ମଧ୍ୟ ପୋଖରୀ ଖୋଲା ସ୍ଥାନକୁ ଆସି ଏ ସମସ୍ୟା ବିଷୟରେ ବିଡିଓ ଙ୍କୁ ଜଣାଇବି ବୋଲି କହିଥିଲେ ।  ଏ ସମ୍ପର୍କରେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା ଙ୍କୁ ପୁରାଇବାରୁ ଉକ୍ତ ପୋଖରୀ ନାମରେ ଫାଇଲ୍ ଲାଗିଛି । ଯଥାଶୀଘ୍ର ଅନୁଦାନ ଦିଆଯିବା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ପଚରାଯିବାରୁ ଏ ସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ପୋଖରୀରୁ ପଙ୍କଉଦ୍ଧାରରେ ସହାୟତା ଯୋଗାଇ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026

You Might Also Like