-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ଭୁବନେଶ୍ବର, (ପ୍ରେରଣା ଖବର )- ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବିଧାନସଭାରେ ବାଚସ୍ପତିଙ୍କ ଆଗରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ସେ ଆଜି ଧମକ ଦେଇଛନ୍ତି!