-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||     

HOME   ଜିଲ୍ଲା

ଥଇଥାନ ନିୟମ କାର୍ଯ୍ୟକାରୀ ନ କରିବା ଯୋଗୁଁ ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ ଅସନ୍ତୋଷ ର ନିଆଁ / ଉଛେଦ ନେଇ ବୁଲଡୋଜର ଆଗରେ ଶୋଇ ଅଭିନବ ପ୍ରତିବାଦ

11-May-2022



ଟିଟିଲାଗଡ(ସନ୍ତୋଷ କୁମାର ନାଏକ) : ସ୍ଥାନୀୟ ପୌର ପରିଷଦ ତରଫରୁ ବେଆଇନ ଭାବେ ଜବରଦଖଲ ଉଛେଦ ଆଳରେ ଗରିବ ଛୋଟଉଠା ଦୋକାନୀଙ୍କୁ ଉପଯୁକ୍ତ ସରକାରୀ ଥଇଥାନ ନ କରି ଉଛେଦ ପ୍ରକ୍ରିୟା କାର୍ଯ୍ୟକାରୀ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଦୀର୍ଘବର୍ଷ ଧରି ଅନେକ ଥର ପୂର୍ବରୁ ସ୍ଥାନୀୟ ପ୍ରଶାସନ ତରଫରୁ ଏପରି ଉଛେଦ ପ୍ରକ୍ରିୟା ଦ୍ୱାରା କେବଳ ଏହି ଦୋକାନୀ ଙ୍କୁ ଉଛେଦ କରିବା ଓ ପରେ ସେହିପରି ଛାଡି ଦେବା ଯୋଗୁଁ ତଥା କୌଣସି ସ୍ଥାୟୀ ପ୍ରତିକାର ଆବା ସରକାରୀ ନିୟମାନୁସାରେ ତାଙ୍କୁ  ପରିବହନ ସହ ଉକ୍ତ ଦୋକାନୀ ଙ୍କୁ ଥଇଥାନ ବ୍ୟବସ୍ଥା ନ କରିବା ରୁ ଅକଥନୀୟ ଦୁର୍ଦ୍ଦଶା ର ଶୀକାର ହୋଇଅସୁଛନ୍ତି ।  ଏପରି କି ଉକ୍ତ ଦୋକାନୀ ପୌରପରିଷଦ ତରଫରୁ ଟ୍ରେଟ ଲାଇସେନ୍ସ ପ୍ରାପ୍ତ କରିଛନ୍ତି ଯାହା ନିୟମନୁସାରେ ଉପଯୁକ୍ତ ଥଇଥାନ ପରେ ଉଛେଦ କରିବା ଉଚିତ । ହେଲେ ପରିତାପର ବିଷୟ ସ୍ଥାନୀୟ ପୌରପରିଷଦ ଅଧ୍ୟକ୍ଷ ତଥା ଟିଟିଲାଗଡ ଉପଜିଲ୍ଲାପାଳ ନିଜେ ଏହାର ଖିଲାପ କରି ସ୍ଥାନୀୟ ଥାନା ଠାରୁ ହାଟପଦା ଦୈନିକ ଓ ସାପ୍ତାହିକ ବଜାରକୁ ନିର୍ମାଣ ଆଳରେ ବିନା ଥଇଥାନ କ୍ରମେ ଏଭଳି ଉଛେଦ କରାଯାଇଛି । ଏହାର ପ୍ରତିବାଦ କରି ଦୋକାନୀ ନିରୁପାୟ ହୋଇ ବୁଲଡୋଜୋର ଆଗରେ ଶୋଇ ପଡ଼ିଥିଲେ । ହେଲେ ପୋଲିସ ପ୍ରଶାସନ ତରଫରୁ ଉଛେଦ

ଜିଦ ସମ୍ପୂର୍ଣ୍ଣ  କରାଯାଇଛି ।  ଉକ୍ତ ଦୋକାନୀଙ୍କୁ ସହର ବାହାର ଟାଉନଫିଲଡ଼ ,ଡି ଏ ଭି କଲେଜ ଖେଳପଡ଼ିଆ, ଗୋରୁବଜାର ରେ ନିଜ ଦୋକାନ ମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ସ୍ଥାନରେ ଉତ୍କଟ ଖରା ସହ ଦୂରକୁ ଯାଇ ନିଜ ଦୈନିକ ଦୋକାନ ସ୍ଥାପନ ଦୁର୍ବିସହ ହୋଇପଡିଛି । ଉକ୍ତ ସ୍ଥାନରେ କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା ନ କରି ଏଭଳି ମାନମୁଖୀ ଭାବେ ଗରିବ ଶୋଷଣ ନୀତି କୁ ଉଠା ଦୋକାନୀ ତୀବ୍ର ବିରୋଧ କରିଛନ୍ତି । 

ସେହିପରି ସହର ପୁନରୁଦ୍ଧାର ଆଳରେ ବିପୁଳ ପରିମାଣର ଅର୍ଥ ମଞ୍ଜୁରୀ ହୋଇଥିବା ମୁଖ୍ୟ ପୋଖରୀ ଗୁଡିକ ର ଜଳ ନିଷ୍କାସନ କରି ମାଟି ଉନ୍ନତି କାମ ଛାଡିଦିଆଯାଇଛି ଯାହା ବର୍ଷା ଜଳ ରେ ପୋତି ହୋଇଯିବ ଓ ତାହା କାର୍ଯ୍ୟ ଦର୍ଶାଇ ବିଲ ଭାଉଚର କରି ଅର୍ଥ ତୋଷାରପାତ କରାଯିବା ଚର୍ଚ୍ଚା ହେଉଛି । ଏହି ହାଟପଦା ପଡ଼ାର  ବିନା ଥଇଥାନ ଅବା ଉପଯୁକ୍ତ ଜାତାୟତ ବ୍ୟବସ୍ଥାରେ ଡ୍ରେନ ନିର୍ମାଣ ଆଳରେ ଗତ ନଭେମ୍ବର ମାସ ୨୧ ତାରିଖରେ ଏଭଳି ଭଙ୍ଗା ଯାଇ, ଗାତ ଖୋଳି ଛାଡି ଦିଆଯାଇଛି । ଫଳରେ ଆଜି ସୁଦ୍ଧା  ବ୍ୟବସାୟୀ ଓ ସାଧାରଣ ଲୋକେ ହଟହଟା ହେବା ସାର ହେଉଛି l ମ୍ୟୁନିସିପାଲଟି ଅଧ୍ୟକ୍ଷ ନିର୍ବାଚନ ରେ ନିର୍ବାଚିତ ପ୍ରତିନିଧି ନିଜ କ୍ଷମତା ପାଇ ସୁଦ୍ଧା ଏହି ଥଇଥାନ ନେଇ କୌଣସି ପ୍ରକାର ପଦକ୍ଷେପ ନେଇ ନ ପାରିବା ତାଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026

You Might Also Like