-+91-9937148622 |
prerana_bgr@rediffmail.com |
Thursday 30th July 2026 |
R.N.I. Regd No. ODIODI/2010/46693
Breaking News
10-May-2022
ବଲାଙ୍ଗିର(ପ୍ରେରଣା ଖବର) - ଆଜି ଅପରାହ୍ନରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ଇଂ ରମାକାନ୍ତ ଖୁଆସଙ୍କ ବିୟୋଗରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସଭାପତି ଡ. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଇଂ ରମାକାନ୍ତଙ୍କ ବିଶେଷ ଗୁଣାବଳୀ ବିଷୟରେ ବସ୍ତୁରୀ ରଥ, ମଦନମୋହନ ରଥ, ହୃଷିକେଶ ପୁରୋହିତ, କପିଳ ପତି, ଅରୁଣ ଖୁଆସ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଏ ସଭାରେ ଚୁଡେନ୍ଦ୍ର କୁମାର ବେହେରା, ସୁନାଧର ବନଛୋର, ଦୁର୍ଗା ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।