-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
09-May-2022
ଝାରସୁଗୁଡ଼ା (ପ୍ରେରଣା ଖବର) : ପିଜେପିକୁ ଝଟକା ଲାଗିଛି l ଉପ ନିର୍ବାଚନ ପୂର୍ବରୁ ସଭାପତି ପଦ ଛାଡ଼ିଲେ ଜ଼ିଲ୍ଲା ସଭାପତି l ଝାରସୁଗୁଡ଼ାଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନିଜ ସଭାପତି ପଦ ରୁ ଇସ୍ତଫା ଦେଇଛନ୍ତି। ୨୫ ବର୍ଷର ନିଷ୍ଠା ସହିତ କଠିନ ପରିଶ୍ରମ କଲା ପରେ ମଧ୍ୟ ଆଜି ବିଜେପି ପକ୍ଷରୁ ତାଙ୍କୁ ଗୁରୁତ୍ଵ ଦିଆନଯିବା ଘଟଣା ପରେ ବ୍ୟଥିତ ହୋଇ ଶେଷରେ ସେ ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କରିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।