-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||     

HOME   ଜିଲ୍ଲା

ଭୁର୍ସାଗୁଡା ପଞ୍ଚାୟତରେ ହୋଇଥିବା ଦୁଇ ଗୋଷ୍ଠୀର ଉତ୍ତେଜନା କୁ ନେଇ ପୋଲିସ ର ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ସନ୍ଦେହରେ ଥାନା ସାମ୍ନାରେ ଚାପା ଉତ୍ତେଜନା।

09-May-2022



ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁର୍ସାଗୁଡା ନୁତନ ପଞ୍ଚାୟତ ଗୃହ ସ୍ଥାନ ନିରୁପଣକୁ ନେଇ ବିବାଦ ଥମିବାର ନାଁ ନଉନାହିଁ। ଗୋଟିଏ ମାସ ତଳେ ମନରେଗା କାମ ବନ୍ଦ କରିବା , ପଞ୍ଚାୟତ ରେ ଥିବା ଜିଆରଏସ ଓ ଗାଁ ସାଥି ଙ୍କୁ ବଦଲାଇବା ନେଇ ଦୁଇଗୋଷ୍ଠି ମଧ୍ଯରେ ଗଣ୍ଡଗୋଳ ହୋଇ ଥାନାରେ ଏତଲା ଦେଇଥିଲେ । କିନ୍ତୁ ରବିବାର ପୋଲିସ ଏକ ପାଖିଆ ଭାବେ ଗଞ୍ଜିଆପଡା ଓ ଟିଟିସିଳେଟ ଗ୍ରାମର ଗୋଟିଏ ପକ୍ଷର ୧୩ ଜଣ ଲୋକଙ୍କୁ ଥାନାକୁ ଡାକି କୋର୍ଟ ଚାଲାଣ କରୁଥିବା ସନ୍ଦେହ ରେ ଥାନା ଗେଟ ସାମ୍ନାରେ ଗାଁ ଲୋକେ ବସି ପଡିଥିଲେ ଫଳରେ ବହୁ ସମୟ ପର୍ଯ୍ୟନ୍ତ ଚାପା ଉତ୍ତେଜନା ଦେଖା ଯାଇଥିଲା। 
ଭୁର୍ସାଗୁଡା ପଞ୍ଚାୟତ ଗୃହ ନିର୍ମାଣ କୁ ନେଇ କେତେବେଳେ ଭବାନୀପାଟଣା - ରାଇପୁର ୧୯ ନମ୍ବର ରାଜ୍ଯ ରାଜପଥ ଅବରୋଧ ହୋଇଛି ତ କେତେବେଳେ ଗାଁ ଗାଁ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଛି। ଠିକ ସେହିଭଲି ଏହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନି ପ୍ରସଙ୍ଗ ବି ହୋଇଥିଲା। ଏବଂ ନିର୍ବାଚନ ସରିବା ପରେ ପ୍ରଥମେ ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନ ନିରୁପଣ ହେବାପରେ ଯେ କୌଣସି ଉନ୍ନୟନ ମୂଳକ କାମ ଆରମ୍ଭ କରାଯିବ ବୋଳି ଆଗରୁ ସ୍ଥିର ହୋଇଥିଲା। ତେବେ ନବ ନିର୍ବାଚିତ ସରପଞ୍ଚ ଏକ ମନରେଗା କାମ କରାଉଥିବା ଜାଣିପାରି ଦୁଇଟି ଗାଁର ଲୋକେ ଆସି କାମ ବନ୍ଦ କରିବାକୁ କହିଥିଲେ। ଫଳରେ ଉଭୟ ପକ୍ଷରୁ କଥା କଟାକଟି ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏତଲା ଏବଂ ପାରିପାର୍ଶ୍ବିକ ସ୍ଥିତି କୁ ଦେଖି ଗତମାସ ଏପ୍ରିଲ ୧୫ ତାରିଖ ଶୁକ୍ରବାର ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ନିଜେ ଭୁର୍ସାଗୁଡା ପହଞ୍ଚି ବୁଝାସୁଝା କରିବାସହ ଦୁଇ ପକ୍ଷର ବୁଝାମଣାରେ ସ୍ଥାନ ନିରୁପଣ କରିବା ପାଇଁ ବୁଝାଇଥିଲେ। କିନ୍ତୁ

କଣ ହେଲା କେଜାଣି ଆଜି ରବିବାର ହଠାତ ଥାନାକୁ ଡକାଇ ସରପଞ୍ଚ ଙ୍କ ବିପକ୍ଷ ରେ ଥିବା ଲୋକଙ୍କୁ ବସେଇ ଦେଇଥିବା ଏବଂ କୋର୍ଟ ଭ୍ୟାନ ବି ସିନ୍ଧେକେଲା ଥାନାକୁ ପହଞ୍ଚି ଥିବା ଲୋକେ ଦେଖିବାକୁ ପାଇଥିଲେ। ଏବଂ ପୋଲିସ ଏକ ପାଖିଆ ତାଙ୍କ ଲୋକଙ୍କୁ କୋର୍ଟ ଚାଲାଣ କରୁଛି ବୋଳି ସନ୍ଦେହ ରେ ପୋଲିସ ଥାନାର ଗେଟ ପାଖରେ ବସିଦେଇଥିଲେ। ପରେ ଏସଡିପିଓ ଶ୍ରୀ ସତପଥି ଗେଟ ପାଖକୁ ଆସି ଗେଟ ପାଖରେ ନ ବସିବାକୁ ବୁଝାସୁଝା କରିବାସହ ପୋଲିସ ପାଇଁ ଉଭୟ ପକ୍ଷ ସମାନ ଓ ଦୁଇପକ୍ଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଥିବା ଦେଖା ଯାଇଥିଲା। କିନ୍ତୁ ଲୋକେ ଗେଟ ସାମ୍ନାରୁ ଉଠି ପାର୍ଶ୍ବରେ ବସି ଅପେକ୍ଷା କରୁଥିବା ଦେଖା ଯାଇଥିଲା। ପରେ ସିନ୍ଧେକେଲା ଥାନାରେ ଆଗରୁ ଥିବା ରଞ୍ଜନ ବରିହା ପହଞ୍ଚି ଥାନା ପ୍ରାଙ୍ଗଣରେ ବସିଥିବା ଲୋକଙ୍କୁ ୧୩ ଜଣଙ୍କୁ ଛାଡି ଦିଆଯିବ ଏହା ଏକ ଇନକ୍ବାରୀ ମାତ୍ର ବୋଳି ବୁଝାଉଥିବା ଦେଖା ଯାଇଥିଲା। ଦିର୍ଘ ୫ ଘଣ୍ଟା ପରେ ସମସ୍ତଙ୍କୁ ପୋଲିସ ଛାଡି ଦେବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ସମୟରେ ବହୁ ପୋଲିସ ଫୋର୍ସ, ବଲାଙ୍ଗୀର ଅତିରିକ୍ତ ଏସପି ଦିଲ୍ଲିପ ପଟେଲ, ଏସଡିପିଓ ସୁରେନ୍ଦ୍ର ନାଥ ସତପଥି , ଟିଟିଲାଗଡ ଥାନାଧିକାରି ରଞ୍ଜନ ବରିହା ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026

You Might Also Like