-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
08-May-2022
ରାଉରକେଲା (ପ୍ରେରଣା ଖବର ବ୍ୟୁରୋ) : ରାଉରକେଲା ସରକାରୀ ଡାକ୍ତରଖାନା ଝରକା ଲୁହା ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ଜଣେ ରୋଗୀଙ୍କ ମୃତଦେହ ଉଦ୍ଧାର। ଦୁର୍ଘଟଣାରେ ଆହତ ହୋଇ ମୃତକ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତକ ୩୯ ଵର୍ଷ ବୟସର ଯୁଵକ ବୋଲି ହସ୍ପିଟାଲର ପଷରୁ ସୂଚନା। ଅଭିଯୋଗ ପାଇବା ପରେ ରଘୁନାଥପାଲି ଥାନା ପୋଲିସ ପଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।