-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ରାଜ୍ଯରେ ୧୬ଶହ ପାର୍ କଲା କରୋନା ଜନିତ ମୃତ୍ୟୁସଂଖ୍ୟା ।ଆଜିର ୧୬ ମୃତ୍ୟୁକୁ ମିଶାଇ ରାଜ୍ଯରେ ୧୬୦୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!