-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ଜୟପୁର, (ପ୍ରେରଣା ଖବର) : ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କଲେ କୋରାପୁଟ ଜିଲ୍ଲାପାଳ । ଲାଞ୍ଚ ନେବାବେଳେ ସିଡିପିଓଙ୍କୁ ଧରିଥିଲା ଜୟପୁର ଭିଜିଲାନ୍ସ । ଏସଏଚଜି ଗ୍ରୁପଠାରୁ ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ !