-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||     

HOME   ଜିଲ୍ଲା

ମାନବିକତା ଓ ଭାଇଚାରାର ଉଦାହରଣ ହେଲେ ମଧ୍ୟପ୍ରଦେଶର ଡ୍ରାଇଭର ମଦନ ବିନ୍ଦ୍ରା

07-May-2022



ସୁବର୍ଣ୍ଣପୁର-ସୁବର୍ଣ୍ଣପୁର କଲେକ୍ଟ୍ରିଏଟ ଆଗରେ ଗତ ରାତିରୁ ରାସ୍ତାରେ ବ୍ରେକଡାଉନ ପଡିଥିବା  ରାଜସ୍ଥାନର ଟ୍ରକ ଡ୍ରାଇଭରକୁ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଲେ ଓ ଭାଇଚାରାର  ଉଦାହରଣ ସାଜିଲେ ମଧ୍ୟପ୍ରଦେଶର ଟ୍ରକ ଡ୍ରାଇଭର ମଦନ ବିନ୍ଦ୍ରା l ଓଭର ଲୋଡିଙ୍ଗ ଯୋଗୁଁ  ଚକା ବେଣ୍ଡ ହୋଇ ରାଜସ୍ଥାନର ମାଲବାହୀ ଟ୍ରକ ଟି ଗତ ରାତିରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ରେସ ଅଫିସ ନିକଟରେ ବ୍ରେକ ଡାଉନ ରେ ପଡ଼ିଥିବା ବେଳେ  ଡ୍ରାଇଭର ସୁରେଶ ସିଂହ  ଶହ ଶହ ଗାଡିକୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କେହି ବି ଜଣେ ଡ୍ରାଇଭର ଗାଡି  ଅଟକାଇ ନଥିଲେ l ଶେଷରେ  ନିରାଶ ହୋଇ ଭୋକ ଶୋଷରେ ବସି ଥିବା ବେଳେ ରାତି  ୧୦ ଟା ରେ ଭାରତ ଫାଇନାନ୍ସର କର୍ମଚାରୀ ପ୍ରଦୀପ ମିଶ୍ର  ବାଇପାସ ରାସ୍ତା ରେ ଅଟକି ରାତିରେ ପ୍ରଥମେ ସୁରେଶ ସିଂହ ର ଖାଇବାର ବ୍ୟବସ୍ଥା କରିଥିଲେ ଓ ବାଇକରେ ସହରର ଅନେକ ଗ୍ୟାରେଜ କୁ ଯାଇ ଜେକରଡ଼ ର ସାହାଯ୍ୟ ମାଗିଥିଲେ ସୁଦ୍ଧା  କେହି ଜଣେ ବି ଦୟା ଦେଖାଇ ନ ଥିଲେ l ଆଜି ସକାଳେ ମଧ୍ୟପ୍ରଦେଶର ଟ୍ରକ ଡ୍ରାଇଭର ମଦନ ବିନ୍ଦରେ ଉକ୍ତ ବ୍ରେକ ଡାଉନ ଟ୍ରକ ଚକାକୁ ସଜାଡି ସୁରେଶ ସିଂହ କୁ  ସହାୟତାର ହାତ ବଢ଼ାଇ ଥିଲେ l  ରକ୍ତଦାତା ମନୋଜ ପଣ୍ଡା ପାଖରୁ ସୂଚନା ପାଇ ସୁବର୍ଣ୍ଣପୁର ଟେକ୍ସି ଡ୍ରାଇଭର ସଂଘର ୧୦ ଜଣ କର୍ମକର୍ତା ମଧ୍ୟ ପହଂଚି ଉଭୟ ଟ୍ରକ ଡ୍ରାଇଭରଙ୍କ  ଆତିଥ୍ୟ ସତ୍କାର  ସମସ୍ତ ସହାୟତା

କରିଥିଲେ l ଏହାକୁ ସାମାନ୍ୟ ଘଟଣା କହିପାରନ୍ତି ଲୋକେ କିନ୍ତୁ ରାଜସ୍ଥାନର ଡ୍ରାଇଭର ଶ୍ରୀ ସିଂହ ଙ୍କ ଭଳି ଅସୁବିଧାରେ ପଡ଼ି ଦୁଃଖ କଷ୍ଟ  ଅନୁଭବ କରିଥିବା ଜଣେ ଅନୁଭବୀ ହିଁ  ତାହା ଅନୁଭବ କରପାରିବେ l  ଏହା ଏକ ସମାଜ ପରିବର୍ତ୍ତନର ଶୁଭ ସଂକେତ ଓ ମଣିଷପଣିଆର ଉଦାହରଣ ଅଟେ l  ଏକ ଦୁଶରେ କୋ ମଦତ କରନା ହାମରା ଫର୍ଜ ହୋନା ଚାହିଁହେ ବୋଲି ମତ ରଖି ଶ୍ରୀ ସିଂହ ଖୁସି ପ୍ରକଟ କରି ଏମ ପି  ଡ୍ରାଇଭର  ଶ୍ରୀ ବିନ୍ଦ୍ରା, ସମାଜସେବୀ ମନୋଜ ପଣ୍ଡା ଓ ସୁବର୍ଣ୍ଣପୁର ଡ୍ରାଇଭର ସଂଘ ର ଉତ୍ସାହ, ଏକତା ଓ ସହାୟତା ପାଇଁ  କୃତଜ୍ଞତା ଜଣାଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026

You Might Also Like