-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-May-2022
ପାଟଣାଗଡ଼:(ବେଦବର ଛତ୍ରୀଆ) ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତ ଦେହ ଉଦ୍ଧାର।ସୂଚନା ମୁତାବକ ସେ ହେଇଛନ୍ତି କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ନିକଟ ଟିକିରି ଗାଁ ର ବାସିନ୍ଦା।ପାଟଣାଗଡ଼ ବ୍ଲକ ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।ଆଜି ପାଟଣାଗଡ଼ ନିକଟସ୍ଥ ବନକାବିଅର୍ ଛକ ଠାରେ ତାଙ୍କର ମୃତ ଦେହ ପଡ଼ିଥିବାର ଦେଖି ଲୋକେ ପାଟଣାଗଡ଼ ପୋଲିସ କୁ ଖବର ଦେଇଥିଲେ।ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ର କାରଣ ସ୍ପଷ୍ଟ ଜଣା ପଡିନି।ହତ୍ୟା ନା ଏଥିରେ ଆଉ କଣ ସଦସ୍ଯା ସଡ଼ଯନ୍ତ୍ର ଅଛି ପୋଲିସ ତଦନ୍ତ ଜାରି ରଖିଛି।