-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ରେ ମୁନିଶ୍ରୀ ପ୍ରଶାନ୍ତ କୁମାର ଙ୍କ ସାନ୍ନିଧ୍ୟରେ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ

06-May-2022



ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଗ୍ରୱାଲ ଜୈନ ତେରାପନ୍ଥ ଭବନ ଠାରେ ବିରାଜିତ ମୁନି ପ୍ରଶାନ୍ତ କୁମାରଜି ଙ୍କ ସାନ୍ନିଧ୍ୟରେ ସ୍ଥାନୀୟ ତେରାପନ୍ଥ ସଭା ତତ୍ତ୍ୱାବଧାନରେ  ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଟିଟିଲାଗଡ଼ ର ମେମ ଦେବୀ ଜୈନଙ୍କ ବର୍ଷିତପ ମଧ୍ୟ ମୁନିଶ୍ରୀ ଙ୍କ ଦ୍ଵାରା ସମାପନ କରାଯାଇଛି । ଅକ୍ଷୟ ତୃତୀୟା ଅବସରରେ ଜନ ସଭା କୁ ସମ୍ବୋଧିତ କରି ମୁନି ପ୍ରଶାନ୍ତ କୁମାର କହିଥିଲେ ଯେ ପ୍ରଭୁ ଋଷଭନାଥ ଙ୍କ ଜୀବନରୁ ତ୍ୟାଗ ଓ ସୟମ ର ପ୍ରେରଣା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଋଷଭନାଥ ମୁନି ଜୀବନ କୁ ସ୍ୱୀକାର କରି ଭୋଗ ରୁ ତ୍ୟାଗ ଦିଗ କୁ ବୃଦ୍ଧି କରିବା ଲୋକଙ୍କୁ ଶିଖାଇଥିଲେ । ପ୍ରଭୁ ଋଷଭନାଥ ଙ୍କ ବାର ମାସ ଚାଳିଶ ଦିନ ତପସ୍ୟାର ପାରଣା ତାଙ୍କ ନିଜର ପଡ଼ପୌତ୍ର ଶ୍ରେୟାନ୍ସ କୁମାରଙ୍କ ଆଖୁରସ ଦ୍ୱାରା କରାଯାଇଥିଲା ବୋଲି ମୁନି କୁମୁଦ କୁମାର କହିଥିଲେ । 
କାର୍ଯ୍ୟକ୍ରମ ର ସୁଭାରମ୍ବ ସ୍ଥାନୀୟ ମହିଳା ମଣ୍ଡଳଙ୍କ ମଙ୍ଗଳାଚରଣ ସହ କରାଯାଇଥିଲା । ସ୍ଥାନୀୟ ତେରାପନ୍ଥ ସଭା ଅଧ୍ୟକ୍ଷ ମାଣିକ ଚନ୍ଦ ଜୈନ , ମହିଳା ମଣ୍ଡଳ ଅଧ୍ୟକ୍ଷ ଲୀଳାଦେବୀ ଜୈନ , ପ୍ରାନ୍ତୀୟ ସଭା ଅଧ୍ୟକ୍ଷ ମୁକେଶ ଜୈନ , ସମ୍ପାଦକ ଅନୁପ ଜୈନ , ମହାସଭା ଆଞ୍ଚଳିକ ପ୍ରଭାରୀ ତଥା ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ , କଣ୍ଟାବାଞ୍ଜି ସଭା ଅଧ୍ୟକ୍ଷ ଯୁବରାଜ ଜୈନ , ଟିଟିଲାଗଡ଼ ସଭା ଉପାଧ୍ୟକ୍ଷ ରୂପଚାନ୍ଦ ଜୈନ , ବୋରଡା ରୁ ଜଗଦୀଶ ଜୈନ , କୋତମରା ରୁ ସୀତାରାମ ଅଗ୍ରୱାଲ , ଉତକେଲା ରୁ ମୋନୁ ଜୈନ , ଟିଟିଲାଗଡ଼ ମହିଳା ମଣ୍ଡଳ ରୁ ସନ୍ତୋଷ ଜୈନ ପ୍ରମୁଖ

ବର୍ଷିତପ ତପସ୍ୟା କରିଥିବା ମେମଦେବୀ ଜୈନଙ୍କ ଅନୁମୋଦନା ବକ୍ତବ୍ୟ ଦ୍ୱାରା କରିଥିଲେ । ତପସ୍ୱିନୀ ପରିବାର କୁ ଗୀତିକା ଦ୍ୱାରା କଣ୍ଟାବାଞ୍ଜି ମହିଳା ମଣ୍ଡଳ ଓ ସଞ୍ଜୟ ଜୈନ ଅଭିବ୍ୟକ୍ତି ଜଣାଇଥିଲେ । ସିନ୍ଧେକେଲା ସଭା , ମହିଳା ମଣ୍ଡଳ , ଯୁବକ ପରିଷଦ , କଣ୍ଟାବାଞ୍ଜି ସଭା , ମହିଳା ମଣ୍ଡଳ , ଟିଟିଲାଗଡ଼ ସଭା , ମହିଳା ମଣ୍ଡଳ , ବେଳପଡା ମହିଳା ମଣ୍ଡଳ ଆଦି ଦ୍ୱାରା ୧୬ ତମ ବର୍ଷିତପ କରିଥିବା ମେମଦେବୀ ଙ୍କୁ ଅଭିନନ୍ଦନ ପତ୍ର ଓ ସାହିତ୍ୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ସଭାର ସମ୍ପାଦକ ପ୍ରସନ୍ନ ଜୈନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୂର୍ବତନ ଯୁବକ ପରିଷଦ ଅଧ୍ୟକ୍ଷ ଧିରଜ ଜୈନ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ସିନ୍ଧେକେଲା ସମେତ ଆଖପାଖ ଅଞ୍ଚଳ ମୁନିଗୁଡା , କେସିଙ୍ଗା , ଉତକେଲା , ବୋରଡା , କୁଡ଼ସୁଡ଼ , କୋତମରା , ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି , ଟିଟିଲାଗଡ଼ , ରାମପୁର ପାଟଣାଗଡ଼ , ବେଳପଡା , ତୁଷରା ଆଦି କ୍ଷେତ୍ରରୁ ବହୁ ସଂଖ୍ୟାରେ ଶ୍ରାବକ ଶ୍ରାବିକା ଜମା ହୋଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026

You Might Also Like