-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବରଗଡ଼ ଜିଲ୍ଲା ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା NIIT କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଉନ୍ନତ ମାନର ଶିକ୍ଷାଦାନ ଅଭିଜ୍ଞ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଦ୍ଵାରା କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ହେଲେ ଉପଯୁକ୍ତ କମ୍ପ୍ୟୁଟର ଶିକ୍ଷା ସହ କମ୍ପ୍ୟୁଟର ସାର୍ଟିଫିକେଟ ନିହାତି ଆବଶ୍ୟକ। ଚାକିରି, ବ୍ୟବସାୟ ଯେ କୌଣସି ସମୟରେ କମ୍ପୁଟର ଶିକ୍ଷାର ଆବଶ୍ୟକ ପଡେ। ତେଣୁ ଏହି NIIT କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପଢୁଛନ୍ତି ତାଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଆଦର୍ଶ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଦ୍ଵାରା ଶିକ୍ଷା ଦାନ କରାଯାଉଛି।। ଏଠାରେ PGDCA, ADCA, DCA, CCA, TALLY, DTP, PHOTO SHOP, KIDZ, COREL DRAW, PAGE MAKER, MALTIMEDIA, HARD WARE କୋର୍ସ ପଢ଼ା ଯାଉଛି। ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜର ଭବିଷ୍ୟତକୁ ଗଢିବା ପାଇଁ ଏଠାରେ ନାମ ଲେଖାଇ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରନ୍ତୁ ବୋଲି ଶିକ୍ଷାଦାନ ଦେଉଥିବା ଅଭିଜ୍ଞ ଶିକ୍ଷକ ସାହେଦା ଜାହା, ନେପାଳ ମେହେର, ଡମ୍ବରୁଧର ସାହୁ ଓ ସୁନୀଲ ମେହେର ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରିଛନ୍ତି ।
(ପଦ୍ମପୁରରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ ରିପୋର୍ଟ)