-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
26-Apr-2022
ରାୟଗଡା(ପ୍ରେରଣା ଖବର) : ୨୦୧୭ ମସିହା ଡିସେମ୍ବର ୩୦ ତାରିଖ ଦିନ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଅର୍ପଣ ଗ୍ରାମରେ ଗୁଣି ଗାରେଡି ସଂଧେହରେ ରତ୍ନ ଜିଲାକାରା ଜୁ ହତ୍ୟା ଘଟଣା ସେ ସମୟରେ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଜିଲ୍ଲା ଦୌରାଜଜ କୋର୍ଟ ଦ୍ଵାରା ଅଭିଯୁକ୍ତ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଅନ୍ୟ ଦୁଇ ଜଣଙ୍କୁ ତିନି ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଲେ ଜିଲ୍ଲା ଦୌରାଜଜ ଅଦାଲତ ।