-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
24-Apr-2022
ନବରଙ୍ଗପୁର(ପ୍ରେରଣା ଖବର) : ପାପଡାହାଣ୍ଡି ନିକଟରେ ରଜାମାଟୁ ଠାରେ ଓଲଟିଲା ପିକଅପ ଭେନ, କୋଶାଗୁମୁଡା ରୁ ତୁମ୍ବୁର୍ଲା ଆସିଥିଲେ ଫେରିବା ସମୟରେ ଭାରସାମ୍ୟ ହରାଇ ଓଲଟି ଥିଲା ଗାଡ଼ିରେ ୪୦ ରୁ ଉର୍ଦ୍ଧ ଲୋକ ଥିବା ବେଳେ ୨୫ ଜଣ ରୁ ଅଧିକ ଆହତ ହୋଇଥିବା ସୂଚନା।
ଗୁରୁତର ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l