ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ
17-Apr-2022
ବଲାଙ୍ଗିର : ୧୭ ଏପ୍ରିଲ ମହାନ ଜନନାୟକ ତଥା ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିବସ ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ସ୍ବର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ପୁଷ୍ପମାଲ୍ଯ ଅର୍ପଣ କରି ସହିତ ବିଜୁ ପଟ୍ଟନାୟକ ଙ୍କ ସୃଁତି ଚାରଣ କରିଥିଲେ । ତା ପରେ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଠାରେ ଓଡିଶା-ମୋ ପରିବାର ଆନୁକୁଲ୍ଯ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ , ବଲାଙ୍ଗିର ପୌରପରିଷଦ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ , ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ , ଦେଓଗାଁ ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ମମତା କୁମରା , ବଲାଙ୍ଗିର ବ୍ଲକ ପୁର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ବଲାଙ୍ଗିର ଜିଲ୍ଲାର ମହିଳା ସଭାନେତ୍ରୀ ଶ୍ରୀମତୀ ଦମୟନ୍ତି ବାଗ , ସାଧାରଣ ସଂପାଦିକା ଲିପିଶ୍ରୀ ସାଏ , ଯୁବ ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାନ୍ତି , ଦେଓଗାଁ ବ୍ଲକ ସଭାପତି ଶୁଶିଲ କୁମାର ଚାନ୍ଦ, ରାଜ୍ଯ ଛାତ୍ର ସମ୍ପାଦକ ସୁମନ ନନ୍ଦ, ଜିଲ୍ଲା ଛାତ୍ର ସଭାପତି ଗୁଞ୍ଜ ଖାନ, ବରିଷ୍ଠ ନେତା ଓମକାର ନାୟକ, ପ୍ରଦିପ କୁମାର ସାହୁ , ନରସିଂହ ବାଗ, ଜୟରାମ ମିଶ୍ର , ଭଗବାନ ବଗର୍ତ୍ତି , ଯଗଦିଶ ପୋଢ , ଜିତେନ୍ଦ୍ର ମିଶ୍ର , ମହିଳା ସମ୍ପାଦିକା ଗୁଲାପି ବରାଡ , କାଉନସିଲର ମହେନ୍ଦ୍ର ବାଗ , ନନ୍ଦିନୀ ପୋଢ , ସନ୍ତୋଷିନୀ କୁଅଁର , ଗଙ୍ଗାଧର ଚାନ୍ଦ , ଶତୃଘ୍ନ ବାଗ , ସତ୍ଯ ନାଏକ , ରାମ ନାଏକ , ଲେଙ୍କା ସାହୁ , ଜିତେନ୍ଦ୍ର ବଢିଆ , ଗୋବିନ୍ଦ ଶତପଥି , ଦିପକ ପଣ୍ଡା , ରଜନୀ ଦାସ , ଚିଣ୍ଟୁ ରାଓ , ବଣ୍ଟି ଚାନ୍ଦ , ମଦନ ସାହୁ , ମନରଞ୍ଜନ ମହାକୁର , ପଞ୍ଚାନନ ଗଡୁଆ , ରାଜେଶ ଦୋରା , ପ୍ରେମଜିତ ଯୋଷୀ , ସ୍ବରୁପ ଦାସ , ଲିଙ୍ଗ ଜୁଏଡ , ବିଜୟ ସାହୁ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ ଓ ସହଯୋଗ କରି ଥିବାବେଳେ ବଲାଙ୍ଗିର ଜିଲ୍ଲାର ଆଇଟି ସଂଯୋଜକ ବିଭୁତି ଭୁଷଣ ମିଶ୍ର ସମସ୍ତ ରକ୍ତଦାତା ଙ୍କୁ ସାଧୁବାଦ ଜଣାଇଥିଲେ ।