-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର ସହରକୁ ଏକ ସୁନ୍ଦର ସହର କରି ଗଢି ତୋଳିବା ଏବଂ ଜନସାଧାରଣ ଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପୌର ପରିଷଦ ବଦ୍ଧ ପରିକର" : ଶ୍ରୀମତୀ ଲିକା ସାହୁ, ପୌରଧ୍ୟକ୍ଷା, ବଲାଙ୍ଗିର ପୌର ପରିଷଦ

13-Apr-2022



ବଲାଙ୍ଗିର(ପ୍ରେରଣା ଖବର) :ସ୍ଥାନୀୟ ଗାନ୍ଧି ପାଠାଗାର ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ପାଠାଗାର ସଭାପତି ପ୍ରକାଶ ନେପାକ ସଭାପତିତ୍ୱ କରିଥିବା ବେଳେ ଅଧକ୍ଷ ଭଗବାନ ବଗର୍ତି ସ୍ୱାଗତ ଭାଷଣ ଦେଇଥିଲେ l ସଭା ସଂଯୋଜନା ସମ୍ପାଦକ ପ୍ରଦିପ ସାହୁ କରିଥିଲେ l ଏହି ନାଗରିକ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ଅନୁଷ୍ଠାନ  ଓ ମହିଳା ସଂଗଠନ ନବନିର୍ବାଚିତ ପୌରାଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ଓ ଉପାଧ୍ୟକ୍ଷl ସୁଶ୍ରୀ  ଗାୟତ୍ରୀ  ଭୋଇ ତଥା କାଉନସିଲର ଇଶ୍ମତ  ଆରା ଖାନ, ସଞ୍ଜୁଲତା ଦନ୍ତା, ମହେନ୍ଦ୍ର ବାଗ ଓ ସନ୍ତୋଷିନୀ କୁଅଁରଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ପାଠାଗାର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର  ଉପଢୌକନ ପ୍ରଦାନ କରି ପୌରଧ୍ୟକ୍ଷା, ଉପାଧ୍ୟକ୍ଷା ତଥା କାଉନସିଲର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ବଲାଙ୍ଗିର ସହରର  ୩୨ ଟି ଅନୁଷ୍ଠାନର କର୍ମକର୍ତା ଯୋଗଦାନ କରି  ପୌରଧ୍ୟକ୍ଷା, ଉପାଧ୍ୟକ୍ଷା ଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜ ନିଜର ମତାମତ ପ୍ରଦାନ କରିଥିଲେ l ବଲାଙ୍ଗିର ନାଗରିକ କମିଟି, ବଲାଙ୍ଗିର ଆକ୍ସନ କମିଟି, ବଲାଙ୍ଗିର ବରିଷ୍ଠ ନାଗରିକ ଫୋରମ, ଅବସର ସୈନିକ ସଂଘ, ଜିଲ୍ଲା କ୍ରୀଡା ସଂସଦ,  ସିଭିଲ ସୋସାଇଟି, ସଚେତନ ମହିଳା ମଞ୍ଚ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ରାଣୀବନ୍ଧ ଉନ୍ନୟନ କମିଟି, ପ୍ରେରଣା ପରିବାର, ରାଣୀବନ୍ଧ ତର୍ପଣ ଘାଟ ଟ୍ରଷ୍ଟ, ଶିଶୁ ବିକାଶ କେନ୍ଦ୍ର, ସହିଦ ଭଗତ ସିଂ କ୍ଳବ, ସମଲେଇ ମନ୍ଦିର ଆରତୀ ଗ୍ରୁପ, ଭୂମିକା ପରିବାର, ଟିକ୍ରାପଡ଼ା ବ୍ୟବସାୟୀ ସଂଘ, ଦୈନିକ ବଜ଼ାର ବ୍ୟବସାୟୀ ସଂଘ, ଅଟୋ ରିକ୍ସା ସଂଘ, ମଲପଡା ନାଗରିକ କମିଟି,ରୋଟାରି  କ୍ଳବ ସେଣ୍ଟ୍ରାଲ, ତାରୁଣ୍ୟ ସାହିତ୍ୟ ଅନୁଷ୍ଠାନ,  ମାରୱାଡି ଯୁବl ମଞ୍ଚ, ଭି ଏସ ଏସ  କ୍ଳବ ଇନ୍ଦିରାନଗର, ରିକ୍ସା ଚାଳକ ସଂଘ, ଆସ୍ଥା, ବିଭିନ୍ନ ପୂଜା କମିଟି, 
ବି ଡି ଜି ଏ, ବଲାଙ୍ଗୀର ଉଠା ଦୋକାନୀ ସଂଘ, ମାଁ ମେଟାକlନି, ଓଁ ସାଇ ରାମ, ଜୟ ମାତାଦି, ଶ୍ୟାମା ସ୍ୱୟଂ

ସହାୟିକା ଗୋଷ୍ଠି  ଯୋଗଦାନ କରି ସମ୍ବର୍ଦ୍ଧନା ଦେଇ ମତା ମତ ପ୍ରଦାନ କରିଥିଲେ l ବଲାଙ୍ଗିର ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ନାଗରିକ ମଞ୍ଚ ରୁ ଶ୍ରୀ ପ୍ରଭାକର ମିଶ୍ର, ସିଭିଲ ସୋସାଇଟି ରୁ ନୀଳମଣି ମିଶ୍ର, ରେଳ ଉପଭୋକ୍ତା କମିଟି ରୁ ଧର୍ମପଦ ରଥ, ବଲାଙ୍ଗିର ଆକ୍ସନ କମିଟି ରୁ ଗୋପାଳଜୀ ପାଣିଗ୍ରାହୀ, ଶ୍ରୀକର ମିଶ୍ର, ରାଣୀବନ୍ଧ ଉନ୍ନୟନ କମିଟି କୃଷ୍ଣ ମିଶ୍ର, ସଚେତନ ମହିଳା ମଞ୍ଚ ର ସାଗରୀକା ଗୁରୁ, ଭୂମିକା ର ବୀରେନ୍ଦ୍ର ବନଛୋର, ତଥା ପୀତବାସ ପଣ୍ଡା, ଯୁଧିଷ୍ଠିର ମିଶ୍ର, ପ୍ରତାପ ରଥ, ପୂର୍ବତନ ପୌରଧ୍ୟକ୍ଷା  ଦମୟନ୍ତୀ ବାଗ ପ୍ରମୁଖ ବଲାଙ୍ଗିର ସହରର ବିଭିନ୍ନ ସମସ୍ୟା ତଥା ଉନ୍ନତି ନିମନ୍ତେ ନିଜନିଜର ମତାମତ ରଖିଥିଲେ lସମସ୍ତ କାଉନ୍ସିଲର, ଉପାଧ୍ୟକ୍ଷl ଏବଂ ପୌରଧ୍ୟକ୍ଷା ନିଜ ନିଜର ବକ୍ତବ୍ୟ ରଖିଥିଲେ l ପରିଶେଷରେ ନବ ନିର୍ବାଚିତ ପୌରଧ୍ୟକ୍ଷା ଲିକା ସାହୁ ସମସ୍ତ ଅନୁଷ୍ଠାନ ଜନସାଧାରଙ୍କର ସହଯୋଗ କାମନା କରିଥିଲେ l ପାଠାଗାର ସଭାପତି ପ୍ରକାଶ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026
  ଜିଲ୍ଲା  
ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   23-Aug-2026
  ଜିଲ୍ଲା  
ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   23-Aug-2026
  ଜିଲ୍ଲା  
*ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   23-Aug-2026
  ଜିଲ୍ଲା  
ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   23-Aug-2026

You Might Also Like