-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
12-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବିଧାୟକଙ୍କ ଡ. ମୁକେଶ ମହାଲିଙ୍ଗ ଙ୍କ ଗାଡିକୁ ବୁର୍ଡl ଛକ ନିକଟରେ ଆକ୍ରମଣ l ସୂଚନାରୁ ପ୍ରକାଶ ଯେ ବିଧାୟକଙ୍କ ସୁରକ୍ଷା କର୍ମୀ ଶଙ୍କର ବରିହା ଓ ଡ୍ରାଇଭର ଦେବରାଜ ନାଗଙ୍କୁ ବୁର୍ଡl ଛକ ନିକଟରେ ଆକ୍ରମଣ ହୋଇଛି l ଦୁଇଜଣ ଦୁର୍ବୁତ୍ତ ଏକ ବାଇକ ରେ ଆସି ବୁର୍ଡl ଛକ ନିକଟରେ ବିଧାୟକଙ୍କ ଗାଡିକୁ ଅଟକାଇ ସୁରକ୍ଷା କର୍ମୀ ଓ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି l ଗୁରୁତର ହେବାରୁ ଦୁଇ ଜଣଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତି କରାଯାଇଛି l ପୋଲିସ ସୂଚନା ପାଇ ଘଟଣାର ତଦନ୍ତ ଚଳାଇଛି l ପ୍ରକୃତ ଘଟଣାଟି ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l