-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପ୍ରାଥମିକ ବିଦ୍ୟାଳୟ ଠାରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନ ସାଥ ଟିମ ପକ୍ଷରୁ ସୋମବାର ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହଇଯାଇଛି ।
ଏଥିରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନ ର ବ୍ଲକ ପରିଚାଳକ ଶାନ୍ତନୁ ମହାନ୍ତ , ବୋରପଦର ପଞ୍ଚାୟତ ର ସମିତି ସଭ୍ୟା ଆରତୀ ସାହୁ, ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସାହୁ, ଶିକ୍ଷକ ନିରଞ୍ଜନ ଭୋଇ, ଶିକ୍ଷକ ସଞ୍ଜୟ ସାହୁ, ଶିକ୍ଷକ ଶୁଭକେଶ୍ବରୀ ଭୋଇ, ୱାର୍ଡ ମେମ୍ବର କେଶବ ଭୋଇ, ସ୍କୁଲ ସଭାପତି ପ୍ରେମଶଙ୍କର ମାଝୀ, ଏବଂ ବୋରପଦର ଗ୍ରାମର ଯୁବ ସ୍ବେଚ୍ଛାସେବୀ ରୁଦ୍ରମଣି ସାହୁ ପ୍ରମୁଖ ଯୋଗଦେଇ ଛାତ୍ରୀ/ଛାତ୍ର ମାନେ କିଭଳି ବିଦ୍ୟାଳୟ ଭି ମୁଖି ହେଇପାରିବେ ଓ ଉପସ୍ଥାନ ବୃଦ୍ଧି ପାଇବ ସେ ଉପରେ ସଚେତନ କରିଥିଲେ।ଏହା ପରେ ଛାତ୍ରୀ/ଛାତ୍ର ମାନଙ୍କୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରାଯାଇଥିଲା।