-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକର କୃଷି କାର୍ଯ୍ୟାଳୟ ସହ ବିଭିନ୍ନ ଅଂଚଳକୁ ପରିଦର୍ଶନରେ ଆସିଥିଲେ କୃଷି ଅଧିକାରୀ ମାନ l ସୌର ଜଳନିଧି ପ୍ରୋଜେକ୍ଟ କୃଷିସଂସ୍ଥା କନ୍ଦାଜୁରୀ, ପୋଖରୀ ଫାର୍ମ ଏମ. ଜି. ଏନ. ଆର.ଇ. ଜି. ଏସ ଜଳ ବିଭାଜିକା ସଂସ୍ଥା ଲୁଚୁକିବାହାଲ, ବିହନ ପରିଚାଳନା ୟୁନିଟ କୁଟୁରାପାଳି ବାଦୀମୁଣ୍ଡା ପଂଚାୟତ, କୁଟୁରାପାଳି ଆରଏଡି କ୍ଲଷ୍ଟର ଏବଂ କିରନ ସାହୁ ଫାର୍ମ କୁଟୁରାପାଳି ପରିଦର୍ଶନ କରିଥିଲେ, ଉକ୍ତ ଫାର୍ମ ଫଣ୍ଡକୁ ଆଇ.
ଏଫ.ଏସ ରେ ଯୋଡିବା ପାଇଁ ସ୍ପେସିଆଲ ସେକ୍ରେଟାରୀ କୃଷିସଂସ୍ଥାର ମୁଖ୍ୟ ନିର୍ଦେଶକ ଆଇଏମଏଜି ସହ ନୋଡାଳ ଅଫିସର ମଧୁସୂଦନ ମିଶ୍ର ଉପଦେଶ ଦେଇଥିଲେ l ଏହା ସହ ଅଫିସରଙ୍କ ମଧ୍ୟରେ ମଧୁସୂଦନ ମିଶ୍ର ସ୍ପେସିଆଲ ସେକ୍ରେଟାରୀ କୃଷିସଂସ୍ଥା ଏବଂ ମୁଖ୍ୟ ନିର୍ଦେଶକ ଇମେଜ ସହ ନୋଡାଲ ଅଫିସର l ସିନିଅର ମୋହିତୋଷ ଦାସ ପି. ଡି ମୃତିକା ସଂରକ୍ଷଣ ସଂସ୍ଥା ବଲାଙ୍ଗୀର, ସାରଦାପ୍ରସାଦ ମିଶ୍ର ସିଡିଏଓ ବଲାଙ୍ଗୀର, ଉମାଶଙ୍କର ମିଶ୍ର ବିଏଓ ଲୋଇସିଂହା, ଏଏଓ, ଏଏସସିଓ, ଏଏଇ, ଲୋଇସିଂହା ସହ ନରେନ୍ଦ୍ର କୁମାର ପାଣିଗ୍ରାହୀ ଏଏସଏ ଏଗଜୁକିଉଟିଭ ଇଞ୍ଜିନିଅର କୃଷିସଂସ୍ଥା ପରିଦର୍ଶନ ବେଳେ ଉପସ୍ଥିତ ଥିଲେ l