-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
09-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ ଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷ। କୁନି ସାହୁ,ବିଡ଼ିଓ ପ୍ରିୟ ଦର୍ଶନୀ ମିର୍ଧା,ଗୋଷ୍ଠି ଶିକ୍ଷା ଅଧିକାରୀ ହୃଷୀକେଶ ଗହୀର,ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ପାତ୍ର,ସିଡ଼ିପିଓ ଗିରିଜା ଗୁଡ଼ଲା, ପ୍ରମୁଖ ଯୋଗ ଦେଇ ଡାକ୍ତର ଖାନା ର ବିକାଶ ସହିତ ରୋଗୀ ଙ୍କୁ ଉତ୍ତମ ସେବା ଯୋଗାଇବା ଉପରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ୍,ବିପିଏମ ଅଜିତ ସିଂ କୁମାର, ଗ୍ରାମ୍ୟ ଜଳ ପରିମଳ ମିଶନ ଯନ୍ତ୍ରୀ ବିଭୂତି କିଷାନ ଉପସ୍ଥିତ ଥିଲେ।