-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Nov-2020
କେନ୍ଦୁଝର, (ପ୍ରେରଣା ଖବର) : କେନ୍ଦୁଝର ଜିଲ୍ଲାର ଶୁଆକାଟିଠାରେ ଏକ ଲୁହାପଥର ବୋଝେଇ ଟ୍ରକ ( ଓଆର୦୯ଏମ୬୬୧୭ ) ରାସ୍ତା କଡ଼ରେ ଥିବା ଏକ ଦୋକାନ ଉପରକୁ ମାଡି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଉକ୍ତ ଦୋକାନର ମାଲିକ ଦୋଳଗୋବିନ୍ଦ ସାହୁ ଥିବା ଜଣାପଡ଼ିଛି । ସେହିପରି ଟ୍ରକର ହେଲପର ମଧ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି ।*