-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
18-Nov-2020
ସାଲେପୁର ( ଦୀପକ କୁମାର ଷଡଙ୍ଗୀ ):କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ତାରିତୋ ପଞ୍ଚାୟତ ର ଗୁହାଳି ହାଇସ୍କୁଲ ପାଖରୁ ଆଜି ସକାଳୁ ଏକ ପିକପ ଭ୍ୟାନ ରେ ଗୋମାଂସ ଭର୍ତ୍ତି ଥିବା ଗାଡିଟି କିଶୋରନଗର ପଟୁ ସାଲେପୁର ଆଡକୁ ଯାଉଥିଲା।ଗାଡିଟି ଅତି ଦ୍ରୁତ ଗତିରେ ଯାଉଥିବା ବେଳେ ସ୍ଥାନିୟ ଲୋକେ ନଦୀବନ୍ଧ କଡ଼ରେ ଥିବା ବେଳେ ସଂଦେହ କରି ଉକ୍ତ ଗାଡିଟିକୁ ଅଟକାଇ ରୁ ଗୋମାଂସ ଭର୍ତି ଥିବା ଦେଖିବାକୁପାଇଥିଲେ।ଗାଡିଟିର ଡ୍ରାଇଭର ଫେରାର ଥିବା ଜଣାପଡିଛି।କିଶୋରନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା କରୁଛି।ଉକ୍ତ ଅଞ୍ଚଳ ରେ ଉତେଜନା ପ୍ରକାଶ ପାଇଛି।ବିପୁଳ ପରିମାଣ ର ଗୋମାଂସ ଚାଲାଣ ରେ ବଡ ରାକେଟ ଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟହୋଇଛି।