-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
04-Apr-2022
ବଲାଙ୍ଗୀର ,ବଲାଙ୍ଗୀର ସହର ମଧ୍ୟରେ ମିଶନ ଫିଲ୍ଡସ ସାମନାରେ IDFC ବେଙ୍କ ଆଜି ଉଦ୍ଧଘାଟିତ କଲେ ବଲାଙ୍ଗୀର ଜିଲ୍ଲାପାଳ ଚନ୍ଚଳ ରାଣା, IDFCଵେଙ୍କ ର ଓଡିଶା ମୁଖ୍ୟ
ସନ୍ଦିପ କୁମାର ମହାପାତ୍ର , ଵ୍ରାନ୍ଚମେନେଜର ଅଭିରାମ ମିଶ୍ର, IDFC ଵେଙ୍କ ର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ଵେଙ୍କ ଉଦ୍ଧଘାଟନ ରେ ସହାୟତା ପ୍ରଦାନ କରିଥିଲେ।ଏହି ଵେଙ୍କ ବଲାଙ୍ଗୀର ଜିଲ୍ଲାରେ ଜନସାଧାରଣ ମାନଙ୍କୁ ସେଵା ପ୍ରଦାନ କରିବା ସହ ଵିଭିନ ପ୍ରକାର ଲେନା ଦେଇ ଜନସାଧାରଣ ଙ୍କର ଆର୍ଥିକ ସହାୟତା ସହଯୋଗ କରିପାରିବ ଵୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l