-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
04-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଛକ ଠାରେ ରାଜନ୍ୟୁ ୟୁଥକ୍ଳବ ଉଘାଟିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ପକହେମନ୍ତ ନାଗ, କାଁହୁଚରଣ ପଧାନ, ଭୋଳାନାଥ ମିର୍ଦ୍ଧା ଉପସ୍ଥିତ ଥିବାବେଳେ ଅନୁଷ୍ଠିତ ଉଦଘାଟନୀ ଉସବରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା ସରପଞ୍ଚ ନବ କିଶୋର ନାଏକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ l ଏହି ଉତ୍ସବରେ କ୍ଳବର ଅନେକ ମେମ୍ବର ସହ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l