-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||     

HOME   ଜିଲ୍ଲା

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସୁବର୍ଣ୍ଣପୁରର ନୂତନ ଏସପି ଙ୍କୁ ସ୍ୱାଗତ ଓ ସୌଜନ୍ୟ ମୂଳକ ସାକ୍ଷାତ - ସ୍ୱଚ୍ଛ ଶାନ୍ତ ଓ ଦୁର୍ଘଟଣାମୁକ୍ତ ସହର ଗଢିବାକୁ ଏସପି ନେଲେ ସଂକଳ୍ପ

18-Mar-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଆଜି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସୁବର୍ଣ୍ଣପୁରର ନୁଆଁ ଏସପି  ଶ୍ରୀ ଅମରେଶ ପଣ୍ଡାଙ୍କୁ ତାଙ୍କ ସରକାରୀ ବାସଭବନରେ ସ୍ୱାଗତ ଓ ସାକ୍ଷାତ କରାଯାଇଥିଲା l  ଏସପି ଶ୍ରୀ ପଣ୍ଡା ଛାତ୍ର ସମୟରୁ ଆଜି ଯାଏ ରକ୍ତଦାନ ଓ ସମାଜ ସେବା କ୍ଷେତ୍ରରେ ନିଜକୁ ସାମିଲ କରି ଥିବାରୁ  ସ୍ବେଛାସେବୀ  କର୍ମକର୍ତ୍ତାଙ୍କ ସହିତ ମିଶି ବହୁତ ଖୁସି ହୋଇ ପ୍ରଶଂସା ପୂର୍ବକ ଏହି ମନ୍ଦିର ମାଳିନୀ ସହରରେ ମଧ୍ୟ ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ ହେବା ପାଈଁ ସଂକଳ୍ପ ନେଇଥିଲେ l  ରାଜ୍ୟର ଭିଭିନ୍ନ ଜାଗାରେ ବିଭିନ୍ନ  ପଦବୀରେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱରେ ନିର୍ଭିକତାର ସହ କାର୍ଯ୍ୟ କରିଆସି ଥିବା ଶ୍ରୀ ପଣ୍ଡା ବଡ଼ ବଡ଼ ସିଟି ମାନଙ୍କର ଟ୍ରାଫିକ ସମସ୍ୟାର ସୁଧାର ଓ ସୁପରିଚାଳନା ଉପରେ ନିଜର ଅଭିଜ୍ଞତାକୁ ବିସ୍ତାର ଭାବେ ପ୍ରକାଶ କରି ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ l ଖୋଦ ଏସପି ଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ସ୍ୱଚ୍ଛ ଭାରତ ଟିମ ର ସଂଯୋଜନାରେ ବୁଢାରଜା ୟୁଥ କ୍ଲବ, ଗୋପାଳଜୀ ଯୋଗାଳୟ, ସୋନପୁର କଲେଜ ଏନ ସି ସି ଟ୍ରୁପ, ଓ  ବିଭିନ୍ନ ସ୍ବେଛାସେବୀ ସଂଗଠନର ଯୋଗଦାନରେ ଆସନ୍ତା ୨୦ ତାରିଖ ରବିବାର ଦିନ ସ୍ଥାନୀୟ ବୁଢାରଜା ଛକ ରୁ ବ୍ଲକ ଛକ ଯାଏ ଏକ ପ୍ଲାଷ୍ଟିକମୁକ୍ତ ସଚେତନତା ଅଭିଯାନ ଭଳି  ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଵାକୁ ଓ ଏହାକୁ ସହର ତଥା ଜ଼ିଲ୍ଲାରେ ବ୍ୟାପକ କରିବାକୁ  ପ୍ରସ୍ତାବ ଦେଇ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି l ସ୍ୱଛତା, ପରିବେଶ, ଟ୍ରାଫିକ ନିୟନ୍ତ୍ରଣ, ଓ ମଦୁଆ ଗାଡି ଚାଳକଙ୍କୁ ସୁଧାରିବା ଭଳି ପୋଲିସ, ପରିବହନ ବିଭାଗ କର୍ମଚାରୀ, ସ୍ବେଛାସେବୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଙ୍କୁ ନେଇ  ବିଭିନ୍ନ ସମାଜ ସୁଧାର, ଜନ ସଚେତନତା  କାର୍ଯ୍ୟକ୍ରମ ସବୁ ଆୟୋଜନ ଓ ତାକୁ ସଫଳ କରିବା ପାଈଁ  ଶ୍ରୀ ପଣ୍ଡା  ସହର ବାସୀଙ୍କ ସହଯୋଗ କାମନା କରିଥିଲେ l ପବ୍ଲିକ ସର୍ଭିସ ପାଈଁ

ସରକାର ଆମକୁ ଏଇ  ପଦ ପଦବୀ  ଦେଇଛି ସେଥିପାଇଁ ସାମାଜିକ କାର୍ଯ୍ୟରେ ଆମେ ସାମିଲ ହେବା ନିହାତି ଜରୁରୀ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରି ଥିଲେ l ପୋଲିସ ପାଖକୁ ଲୋକେ ଦୁଃଖ ରେ ନାନା ଅଭିଯୋଗ ଓ ଭରସା ନେଇ  ଆସନ୍ତି l  ତେଣୁ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ଓ ଉଚିତ ନ୍ୟାୟ ପ୍ରଦାନ କରି  ମୋ କାର୍ଯ୍ୟ କାଳ ଭିତରେ ସ୍ୱଚ୍ଛ ଶାନ୍ତ ଓ ଦୁର୍ଘଟଣା ମୁକ୍ତ ସହର ଓ ଜ଼ିଲ୍ଲା ଗଢିବା କୁ ପ୍ରଚେଷ୍ଟା ଜାରି ରଖିବି ବୋଲି କହିଥିଲେ l ପୂର୍ବରୁ ଜ଼ିଲ୍ଲା ରେ କୌଣସି ଏସପି ଏଭଳି ସାମାଜିକ କ୍ଷେତ୍ରରେ ଓ ଉତ୍ସାହ ନେଇ କାର୍ଯ୍ୟ କରି ନ ଥିବାରୁ  ଶ୍ରୀ ପଣ୍ଡାଙ୍କ ଏଭଳି  ଅଭିନଵ ଉଦ୍ୟମ ଓ ପ୍ରେରଣାକୁ  ସ୍ୱଚ୍ଛ ଭାରତ କର୍ମକର୍ତ୍ତା  ସାଧୁବାଦ  ଜଣାଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026
  ରାଜ୍ୟ  
୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   03-Sep-2026
  ଜିଲ୍ଲା  
ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   03-Sep-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   03-Sep-2026
  ରାଜ୍ୟ  
ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା   03-Sep-2026
  ଜିଲ୍ଲା  
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   03-Sep-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026

You Might Also Like