-+91-9937148622 |

prerana_bgr@rediffmail.com |

  Sunday 26th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   (26-Apr-2026)       ||      ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   (26-Apr-2026)       ||       ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    (26-Apr-2026)       ||      ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   (26-Apr-2026)       ||      ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ   (26-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ   (26-Apr-2026)       ||      କଟକରେ ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ : କ୍ଲଷ୍ଟର ଆଧାରିତ ପ୍ରାଣିପାଳନ ଉପରେ ଗୁରୁତ୍ବ    (25-Apr-2026)       ||      କଂଗ୍ରେସ ବହୁପୂର୍ବରୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀ,ବାଚସ୍ପତି ଓ ରାଷ୍ଟ୍ରପତି ପଦ ଦେଇସାରିଛି-କୁକୁସିଂ   (25-Apr-2026)       ||      କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ    (25-Apr-2026)       ||      ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Apr-2026)       ||      ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ ଛୋଟରାୟ ଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା   (25-Apr-2026)       ||      ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (25-Apr-2026)       ||      ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା            (25-Apr-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   (25-Apr-2026)       ||      ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   (25-Apr-2026)       ||      ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     (25-Apr-2026)       ||     

HOME   ଜିଲ୍ଲା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି , ବିଭିନ୍ନ ସମସ୍ୟା ନେଇ ଧାରଣା ବିକ୍ଷୋଭ

25-Feb-2022



କଟକ(ଦୀପକ କୁମାର ଷଡଙ୍ଗୀ) - ବିଦ୍ୟାଧରପୁର ସ୍ଥିତ କେନ୍ଦ୍ର ସରକାରଙ୍କର ଜାତୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନରେ ଆଜି ଶୁକ୍ରବାର ଦିନ ଶ୍ରମିକ ଅଶାନ୍ତି ଦେଖା ଦେଇଛି । ଏଥିରେ କାର୍ଯ୍ୟରତ ଶ୍ରମିକ ମାନେ ବିଭିନ୍ନ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ଯେଉଁ ନୀତି ଓ ନୀୟମ ଧାର୍ଯ୍ୟ କରିଛନ୍ତି, ତାହାକୁ ଧାନ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ ମାନୁନାହାନ୍ତି । ଏପରିକି ଏହି ଶ୍ରମିକ ମାନଙ୍କୁ ନିୟମିତ ଭାବରେ ପାରିଶ୍ରମିକ ମିଳିପାରୁନାହିଁ । ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଭିଡେଣ୍ଟ ଫଣ୍ଡକୁ ଜମା କରାଯାଉନାହିଁ ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଧାନ ଗବେଷଣା କେନ୍ଦ୍ରର କର୍ତୃପକ୍ଷ ନିର୍ଦ୍ଧାରିତ ସଂସ୍ଥା ଠାରୁ ଶ୍ରମିକ ଆଣି ସେମାନଙ୍କ ମାଧ୍ୟମରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ଲଗାଉଛନ୍ତି ‌। ବାରମ୍ବାର ଠିକାଦାର ପରିବର୍ତ୍ତନ ଯୋଗୁଁ ଶ୍ରମିକ ମାନେ ତାଙ୍କର ନାର୍ଯ୍ୟ ପାରିଶ୍ରମିକ ପାଇପାରୁ ନାହାନ୍ତି । ଅନ୍ୟ ପଟରେ କରୋନା ସଂକ୍ରମଣ ସମୟରେ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା କ୍ଷେତ୍ରରେ ବହୁ ଅନିୟମିତତା ରହିଛି । ଏପରିକି ଠିକାଦାର ସଂସ୍ଥା ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି । ଶ୍ରମିକ ମାନଙ୍କୁ ନିୟମିତ ପାରିଶ୍ରମିକ , ପ୍ରୋଭିଡେଣ୍ଟ ଫଣ୍ଡ ଜମା, ଇ.ଏସ୍.ଆଇ ର ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଦାବି କରି ଶ୍ରମିକ ମାନେ ଧାନ ଗବେଷଣା କେନ୍ଦ୍ର ଫାଟକ ସାମନାରେ ଧାରଣା ବିକ୍ଷୋଭ ପ୍ରଦର୍ଶନ ସହିତ ଆନ୍ଦୋଳନ ଚଳାଇ ଥିଲେ । ସରକାରଙ୍କର ଶ୍ରମ ବିଭାଗ ପକ୍ଷରୁ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଶ୍ରମିକ ମାନଙ୍କର ସମସ୍ୟା ର ସମାଧାନ କରିବା ପାଇଁ ଦାବି କରାଯାଇଛି ବୋଲି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏନ୍.ଆର.ଆର.ଆଇ କଣ୍ଟ୍ରାକ୍ଟ ଲେବର ୟୁନିଅନର ସଭାପତି ଶ୍ରୀ ବସନ୍ତ କୁମାର ସାହୁ ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   26-Apr-2026
  ଜିଲ୍ଲା  
ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   26-Apr-2026
  ରାଜ୍ୟ  
 ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    26-Apr-2026
  ଜିଲ୍ଲା  
ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   26-Apr-2026
  ଜିଲ୍ଲା  
ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ   26-Apr-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ   26-Apr-2026
  ରାଜ୍ୟ  
କଟକରେ ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ : କ୍ଲଷ୍ଟର ଆଧାରିତ ପ୍ରାଣିପାଳନ ଉପରେ ଗୁରୁତ୍ବ   25-Apr-2026
  ଜିଲ୍ଲା  
କଂଗ୍ରେସ ବହୁପୂର୍ବରୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀ,ବାଚସ୍ପତି ଓ ରାଷ୍ଟ୍ରପତି ପଦ ଦେଇସାରିଛି-କୁକୁସିଂ   25-Apr-2026
  ଜିଲ୍ଲା  
କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ   25-Apr-2026
  ଜିଲ୍ଲା  
ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Apr-2026
  ଜିଲ୍ଲା  
ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ ଛୋଟରାୟ ଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା   25-Apr-2026
  ଜିଲ୍ଲା  
ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   25-Apr-2026

You Might Also Like