-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
25-Feb-2022
ଭୁବନେଶ୍ବର // ବାଜିଲା ପୌର ନିର୍ବାଚନ ବିଗୁଲ l
ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ରାଜ୍ୟର ୧୦୬ଟି ପୌର ପରିଷଦ ଓ ୩ଟି ମହାନଗର ନିଗମରେ ହେବ ନିର୍ବାଚନ । ୨୭ଲକ୍ଷରୁ ଅଧିକ ଭୋଟର ମତସାବ୍ୟସ୍ତ କରିବେ । ମାର୍ଚ୍ଚ ମାସ ୨୪ ତାରିଖରେ ହେବ ମ୍ୟୁନିସପାଲଟି ନିର୍ବାଚନ। ୨୬ ରେ ହେବ ଗଣତି। ଆଜିଠାରୁ ଆଚରଣ ବିଧି ଲାଗୁ ହେଲା ।
ମାର୍ଚ୍ଚ ୨ ରୁ ୭ ତାରିଖ ରେ ପୌର ନିର୍ବାଚନ ପାଇଁ ହେବ ନୋମିନେସନ ଦାଖଲ ହେବ l